ଜଳେଶ୍ବର,୯/୬ (ଜଗନ୍ନାଥ ଗୋଛାୟତ) ପ୍ରଚୁର ଗରମ ଏବଂ ଗୁଳୁଗୁଳିକୁ ଦୃଷ୍ଟି ରେ ରଖି ଆଜି ଉତ୍କଳ ଜନନୀ ସେବା ସଂଗଠନ ପରିବାର ତରଫରୁ ଜଳେଶ୍ୱର ଷ୍ଟେସନରେ ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ପାଖାପାଖି ଏକ ହଜାରରୁ ଅଧିକ ଥଣ୍ଡା ପାଣି ବଟଲ ପ୍ରଦାନ କରା ଯାଇଥିଲା । ସଂଗଠନର ସଭାପତି ହେମନ୍ତ କୁମାର ଜେନା, ସମ୍ପାଦକ ଗଗନ ବିହାରୀ ସାହୁ, ଉପଦେଷ୍ଟା ଗଣେଶ ଚନ୍ଦ୍ର ଜେନା, ସତ୍ୟନାଥ ଦାସ ବଲଭଦ୍ର ନନ୍ଦ, ସତ୍ୟରଞ୍ଜନ ବେଜ, ବିବେକ ଜେନା ଆଦି ଉପସ୍ଥିତ ଥିଲେ । ସଂଗଠନର ଏତାଦୃଶ୍ୟ କାର୍ଯ୍ୟକ୍ରମ ଦେଖି ରେଳ କତୃପକ୍ଷ ଏବଂ ଯାତ୍ରୀ ମାନେ ବହୁତ ପ୍ରଶଂସା କରିବା ସହିତ ସଂଗଠନ ର ସମସ୍ତ କରମକର୍ତ୍ତା ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Post a Comment