ଖଡ଼ିଆଳ : (ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବାଦୀ ଗ୍ରାମ ସ୍ଥିତ ବଗିଚାରେ ନୂଆପଡା ଜିଲ୍ଲା ପ୍ରେସ କ୍ଳବ ର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଅଛି. ରାଜ୍ୟ ଏବଂ ଦେଶର ଅତି ଦୁଖଦଃ ମାହାନଗା ରେଳ ଦୁର୍ଘଟଣା ଉପରେ ଗୁରୁତ୍ବ ଦେଇଥିଲେ. ଏହି ରେଳ ଦୁର୍ଘଟଣା ରେ ୨୮୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଆମର ଆତ୍ମା ର ଶଦଗତି ନିମନ୍ତେ ଦୁଇ ମିନିଟ ନିର୍ବାଚନ ପ୍ରାର୍ଥନା କରିଥିଲେ. ଜିଲ୍ଲା ପ୍ରେସ କ୍ଳବ ସଭାପତି ପରମେଶ୍ୱର ବାରିକ ଅଧ୍ୟକ୍ଷତା କରିଥିଲେ. ସଭାରେ ସାଧାରଣ ସମ୍ପାଦକ ତପନ ଦାଶ ଜିଲ୍ଲା ପ୍ରେସ କ୍ଳବ ର ମୂଳ ଉଦ୍ଧେଶ୍ୟ ଏବଂ ମାହାନଗା ରେଳ ଦୁର୍ଘଟଣା ମୃତ୍ୟୁ ବରଣ କରିଥିବା ସମସ୍ତ ଯାତ୍ରୀଙ୍କ ଆତ୍ମା ସଦଗତି କାମନା କରିଥିଲେ. ସଭା ରେ ବରିଷ୍ଠ ସଦସ୍ୟ ଅଜିତ ପଣ୍ଡା, ଚିତ୍ତରଞ୍ଜନ ସିଂ ଦେଓ, ଡ଼ଃ. ମେଜର ରାମ ଚନ୍ଦ୍ର ମିଶ୍ର, ସଂଗଠକ କୁନାଲ ଚରଣ ବେହେରା, କୋଷାଧକ୍ଷ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ. କେନ୍ଦ୍ର ଏବଂ ରାଜ୍ୟ ସରକାର ଉଦ୍ଧାର ଏବଂ ରେଳପଥ ସ୍ଵଭାବିକ କରିବାରେ ସଫଳତା ଅଟନ୍ତି. ଉପସଭାପତି ଡେନିସ ରାୟ ଙ୍କ ସ୍ବାସ୍ଥ୍ୟ ନେଇ ଆସୁ ଆରୋଗ୍ୟ କାମନା କରିଛନ୍ତି.ଵାପିନା ସାହୁ ପ୍ରେସ କ୍ଳବ ସଦସ୍ୟତା ଗ୍ରହଣ କରିଛନ୍ତି।

Post a Comment