ଆଜତକ୍ ଓଡ଼ିଶା : ସମାଜସେବୀ ଗୀତା ବିଶ୍ୱାସଙ୍କର ନିଆରା ସେବା କାର୍ୟ୍ଯ ସମାଜ ପାଇଁ ଭୁବନେଶ୍ୱର ଖଣ୍ଡିଗିରିରେ ବସବାସ କରୁଥିବା କିଛି ମାଙ୍କଡ଼ ତଟକା ପନି ପରିବା ବିସ୍କଟ ଓ ପାରା ମାନଙ୍କୁ ଚାଉଳ ବଣ୍ଟନ କରିଥିଲେ ପଶୁପ୍ରେମୀ ସାମାଜିକ କର୍ମୀ ଗୀତା ବିଶ୍ୱାସ ସେ ପଶୁପକ୍ଷୀ ମାନଙ୍କୁ ବହୁତ ଭଲ ପାଆନ୍ତି ହୃଦୟରୁ ନିଜ ଘରେ ମଧ୍ୟ କିଛି ପଶୁପକ୍ଷୀ ମାନଙ୍କୁ ରଖି ଆଶ୍ରୟ ଦେଇ ତାଙ୍କର ନିଃସ୍ୱାର୍ଥପର ସେବା କରି ଆସୁଛନ୍ତି ନିଜର ମୂଲ୍ୟବାନ ସମୟ ଦେଇ, ଗୀତା ବିଶ୍ୱାସ କହନ୍ତି ପଶୁପକ୍ଷୀ ମାନେ କଥା କହି ପାରନ୍ତି ନାହିଁ ବହୁତ କଷ୍ଟରେ ନିଜ ଜୀବନ ଓ ନିଜ ଛୁଆର ଜୀବନ ବଞ୍ଚାଇବା ପାଇଁ ଖାଦ୍ୟ ଯୋଗାଡ଼ କରନ୍ତି ଚାରି ଆଡ଼େ ବୁଲନ୍ତି ଉପାସ ଭୋକରେ ବି ଦିନେ ଦିନେ ଦିନ କାଟନ୍ତି ଆମେ ଯଦି ସମସ୍ତେ ପଶୁପକ୍ଷୀ ମାନଙ୍କର ସୁରକ୍ଷା ପାଇଁ ତାଙ୍କର ସେବା କରିବା ତେବେ ସେମାନେ ଖାଦ୍ୟ ପାଇବା ସହିତ ସୁରକ୍ଷିତ ରହି ପାରିବେ ଓ ଖୁସିରେ ଜୀବନ ଅତିବାହିତ କରିବେ ତେଣୁ ଆମେ ସମସ୍ତେ ଏ ଦିଗରେ ନିଜର କର୍ତ୍ତବ୍ୟ କରିବା ନିହାତି ଆବଶ୍ୟକ ଅଟେ ।

Post a Comment