ଜଳେଶ୍ବର,୨୧/୬ (ଜଗନ୍ନାଥ ଗୋଛାୟତ) ବାଲେଶ୍ଵର ଜିଲ୍ଲା ର ବିଭିନ୍ନ ସ୍ଥାନ ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ବନୀ କୁମାର ବୈଷ୍ଣବ ଜଳେଶ୍ଵର ଷ୍ଟେସନ ରେ ପହଞ୍ଚିବା ପରେ ଜଳେଶ୍ବର ବିଜେପି ପକ୍ଷରୁ ଭାବ୍ଯ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି। ସୂଚନା ଅନୁସାରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଦୁଇ ଦିନିଆ ବାଲେଶ୍ଵର ଜିଲ୍ଲା ଗସ୍ତକାଳରେ ବାହାନଗା ଟ୍ରେନ ଦୁର୍ଘଟଣା ସହଯୋଗ ର ହାତ ବଢାଇ ଥିବା ଅଞ୍ଚଳ ବାସୀ, ଡାକ୍ତର,ନର୍ସ, ଅଣଡାକ୍ତର ମାନଙ୍କୁ ସମ୍ବର୍ଦ୍ଧନା କରିଥିବା ବେଳେ, ବିଭିନ୍ନ ସ୍ଥାନ ବୁଲି ଦିନ ଗୋଟାଏ ସମୟରେ ଜଳେଶ୍ଵର ଷ୍ଟେସନରେ ପହଞ୍ଚି ଥିଲେ। ତେବେ ମାନନୀୟ ପ୍ରଧାନମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ପ୍ରତି ଷ୍ଟେସନକୁ ମଡେଲ ଷ୍ଟେସନରେ ପରିଣତ କରାଯାଉଥିବାରୁ ଜଳେଶ୍ଵର ଷ୍ଟେସନ କୁ ମଧ୍ୟ ମଡେଲ ଷ୍ଟେସନ ଭାବରେ ପ୍ରସ୍ତୁତ କରାଯାଉଛି। ପନ୍ଦର କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇ ଥିବା ଏହି ମଡେଲ କାର୍ଯ୍ୟ ଦେଢ଼ ବର୍ଷ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମନ୍ତ୍ରୀ।

Post a Comment