ଜଳେଶ୍ବର,୨୧/୬ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକ ଦଖୀଣ ପ୍ରହରାଜ ପୁର ପଞ୍ଚାୟତରେ ସୁବର୍ଣ୍ଣରେଖାରୁ ବାଲିଚୋର ବେଳେ ଏନଫୋର୍ସ ମେଣ୍ଟ ଟିମ୍ ର ଚଢ଼ାଉ। ସାତଟି ଟ୍ରାକ୍ଟର ଜବତ। ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲା ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବାଲି ଖାଦାନ ଗୁଡିକ ବନ୍ଦ ରଖାଯାଇଥିବା ବେଳେ ବାଲିର ଆବଶ୍ୟକତା କୁ ଲଖ୍ଯ କରି ବାଲି ବ୍ୟବସାୟୀ ମାନେ ରାତିରେ ନଦୀରୁ ବାଲି ଉଠାଇ ଚଢା ଦରରେ ବିକ୍ରୀ କରୁଛନ୍ତି। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ, ସକାଳ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଡିଏମ୍ ସ୍ମୃତି ରଞ୍ଜନ ମଲ୍ଲିକଙ୍କ ନେତୃତ୍ବରେ ଏକ ଦଶଜଣିଆ ପ୍ରତିନିଧି ଦଳ ଦଖୀଣ ପ୍ରହରାଜପୁର ପଞ୍ଚାୟତରେ ପହଞ୍ଚି ଚଢ଼ାଉ କରି ସାତଟି ଟ୍ରାକ୍ଟରକୁ ଜବତ କରି ତହସିଲ ପରିସରରେ ରଖିଥିବା ଜଣାପଡିଛି। ଫଳରେ ଚୋରା ବାଲି ବ୍ୟବସାୟୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।

Post a Comment