କଣ୍ଟାବାଞ୍ଜି (ଆଜତକ୍ ଓଡ଼ିଶା) କଣ୍ଟାବାଞ୍ଜି ହରିଭବନ ଠାରେ ଏନ.ଏଚ.ଏମ.ଏମ.ଆଇ. ରାୟପୁର ଏବଂ ମାରୱାଡି ଯୁବ ମଞ୍ଚ ବିକାଶ ଶାଖା ମିଳିତ ସହଯୋଗରେ ୧୫ ତାରିଖ ଗୁରବାର ଦିନ ନିଶୁଳ୍କ ବିଶାଳ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ । ଏହି ଶିବିରରେ ଜନରଳ ପେପ୍ରୋସ୍କୋପିକ ସର୍ଜରୀ ଡାକ୍ତର ରାଜେଶ ସିଂହା , ମୁତ୍ର ରୋଗ ବିଶେଷଜ୍ଞ ଡାକ୍ତର ବରୁଣ ଶର୍ମା , ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହିଲ ଗୋସ୍ଵାମୀ , କେନ୍ସର ରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ଦାସ ଶର୍ମା ଯୋଗ ଦେଇ ରୋଗୀ ମାନଙ୍କୁ ନିଶୁଳ୍କ ଚିକିତ୍ସା ପରାମର୍ଶ ଦେବେ । ସକାଳ ୧୦ ରୁ ଅପରାହ୍ନ ୩ ଟା ଯାଏ ଶିବିର ଚାଲୁ ରହିବ । ସ୍ଥାନୀୟ ଆରୋଗ୍ୟମ ମେଡିକାଲ ଷ୍ଟୋର ୭୬୮୪୯୬୫୩୯୨ , ପୂଜା ମେଡିକାଲ ଷ୍ଟୋର ୯୩୩୭୦୧୩୪୯୨ ରେ ଲୋକେ ପଞ୍ଜୀକରଣ କରି ପାରିବେ । ଯଦି ଅଧିକ କିଛି ଜାଣିବାର ଥିଲେ ଆକାଶ ଜୈନ ୯୪୩୭୪୨୯୮୭୮ , ଦୀପକ ଜୈନ ୮୦୯୩୩୦୦୩୪୫ , ଆଜାଦ ବଂଶଲ ୯୪୩୮୦୬୮୯୮୭ , କୈଲାଶ ଜୈନ ୭୭୫୧୯୬୧୫୦୪, ନିଖିଲ ଅଗ୍ରୱାଲ ୯୪୩୭୬୩୮୫୫୫, ମୌଜି ଅଗ୍ରୱାଲ ୯୪୩୮୨୮୨୫୧୮ ରେ ଯୋଗାଯୋଗ କରି ପାରିବେ ।

Post a Comment