କଣ୍ଟାମାଳ (ମନଧରକର୍ମୀ)ଆଜି ବିଶ୍ୱପରିବେଶ ଦିବସରେ ଭୁବନେଶ୍ଵର ଜୟଦେବ ଭବନଠାରେ ମୁଖ୍ୟ ଅତିଥି ଭାବରେ ଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ ଏବଂ ବିଶ୍ଵ ବ୍ୟାଙ୍କ ଉପଦେଷ୍ଟାଙ୍କ ସହିତ ପେରଣାର ଅନ୍ତଜାତୀୟ କମାଣ୍ଡର ଡ଼: ଶ୍ରୀ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧକ୍ଷତାରେ ଢେ଼ଙ୍କାନାଳ ଜିଲ୍ଲାର ସମ୍ପାଦକ ତଥା ଯୁବ ସମାଜସେବୀ ବିନୟ କୁମାର ନାଏକଙ୍କୁ ଗ୍ରୀନ ମ୍ୟାନ ଭାବରେ ସମ୍ବର୍ଦ୍ଧନା କରାଯାଇଛି ।

Post a Comment