୩୨୦ ପିସ୍ କଫ୍ ସିରଫ ଜବତ ସହ ଜଣେ ଗିରଫ


ନୂଆପଡା (ପ୍ରମେଶ୍ବର ମେହେର) ନୂଆପଡା ଅବକାରି ବିଭାଗ କୁ ବଡ ସଫଳତା । ୩୨୦ ପିସ୍ କଫ୍ ସିରଫ ଜବତ,ଜଣେ ଗିରଫ । ଗିରଫ ଯୁବକ କୋମନା ଥାନା ଉଦ୍ୟାନବନ୍ଧ ମହୁଲପଡା ର ଡଗଲେଶ୍ବର ଅହିର । ସ୍ଥାନିୟ ପଣ୍ଡରାପଥର ପେଟ୍ରୋଲ ପମ୍ପ ଠାରେ ଅପେକ୍ଷା କରିଥିବା ସମୟରେ ମାଡି ବସିଥିଲା ନୂଆପଡା ଅବକାରୀ ଟିମ।

Post a Comment

Previous Post Next Post