ଜଳେଶ୍ୱର, ୧୨ ।୦୬ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ସହରର ଏକ ମାତ୍ର ସାଂସ୍କୃତିକ ଅନୁଷ୍ଠାନ ନୃତ୍ୟଶିଖା ଫାଉଣ୍ଡେସନର ୭ମ ବର୍ଷ ବାର୍ଷିକ ଉସôବ ଜଳେଶ୍ୱର ବାସନ୍ତି ପଡିଆ ନିକଟରେ ୧୧ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବର ଉଦ୍ଘାଟନୀ ଉସôବରେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା ଯୋଗଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱରରୁ ଆସିଥିବା ନୃତ୍ୟଗୁରୁ ରମେଶ ଚନ୍ଦ୍ର ଜେନା, ଯୁଧିଷ୍ଟିର ନାୟକ, ପଙ୍କଜ କୁମାର ପ୍ରଧାନ ଓ ବିଜୟ କୁମାର ଦାସ ପ୍ରମୁଖ ଯୋଗଦେଇ ନୃତ୍ୟ ଶିଳ୍ପୀମାନଙ୍କୁ ଉଦ୍ବୋଧନ ଦେଇଥିଲେ । ଫାଉଣ୍ଡେସନର ମୁଖ୍ୟ ଗୁରୁ ସୁଶାନ୍ତ କୁମାର ବେହେରା ଓ ଅନ୍ୟ କର୍ମକର୍ତାମାନେ ମଂଚ ପରିଚାଳନା କରିଥିଲେ । ୬୦ରୁ ଉର୍ଦ୍ଧ ନୃତ୍ୟ ଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ରାତ୍ରୀ ପର୍ଯ୍ୟନ୍ତ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Post a Comment