ଭବାନୀପାଟଣା ୦୫/୬ (ଶ୍ୟାମସୁନ୍ଦର ମାଝୀ) ନର୍ଲା ବ୍ଲକ ଅନ୍ତର୍ଗତ ଶେରଗଡ଼ ଗ୍ରାମର ଏକ ଦୁଃଖଦ ଖବର ପାଇ କୁଲତା ଯୁବଶକ୍ତି କଳାହାଣ୍ଡି ସଭାପତି ତେଜରାଜ ସା ଙ୍କ ନେତୃତ୍ବରେ ସମ୍ପାଦିକା ସ୍ୱସ୍ତିକା ପଧାନ,ବରିଷ୍ଠ କର୍ମୀ ଡୋଳାମଣି ପ୍ରଧାନ, ସକ୍ରିୟ ସଦସ୍ୟ ଦିଲ୍ଲୀପ ନାଏକ, ଅନାଦି ପଧାନ, ସମାଜ ସେବୀ ଭବାନୀ ପଧାନ ଓ ଅନେକ ସଦସ୍ୟ ଉକ୍ତ ଗ୍ରାମର ସ୍ୱର୍ଗତ ପ୍ରଶାନ୍ତ ପଧାନଙ୍କ ଘରକୁ ଯାଇ ଶୋକାକୁଳ ପରିବାରକୁ ସ୍ବାନ୍ତନା ଦେବା ସଙ୍ଗେସଙ୍ଗେ ସରକାରୀ ସ୍ତରରେ କେମିତି ସୁବିଧା ପାଇବାପାରିବେ ସେ ନେଇ ନର୍ଲା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ । ହରିଚନ୍ଦ୍ର ଯୋଜନା ସହାୟତା ଶୀଘ୍ର ପାଇବା ପାଇଁ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟଙ୍କସହ କଥାବାର୍ତା କରିଥିଲେ । ସ୍ବର୍ଗତ ପ୍ରଶାନ୍ତ ପଧାନଙ୍କ ଶୋକସନ୍ତପ୍ତ ପରିବାର ସହ ଏହି ଦୁଃଖ ସମୟରେ ଯୁବ ଶକ୍ତି ଛିଡା ହୋଇ କିଛି ଆର୍ଥିକ ସହାୟତା କରିବା ସହ ଆଗକୁ ମଧ୍ୟ ଜିଲ୍ଲା ପ୍ରଶାସନ ସହ କଥାବାର୍ତ୍ତା କରି ସରକାରୀ ସୁବିଧା କେମିତି ପାଇପାରିବେ ସେ ନେଇ ପ୍ରତିଶୃତି ଦେଇଥିଲେ ।

Post a Comment