ନୂଆପଡା ପରମେଶ୍ୱର ମେହେର) ସମସ୍ତ ପାଠକୀୟଙ୍କୁ ମୁଁ ପ୍ରକୃତୀ ବନ୍ଧୁ ଅରୁଣ ବିଶ୍ଵାଳ, ସାଦରପ୍ରଣାମ , ଆଶାକରେ ପ୍ରକୃତି ର ପ୍ରାକୃତୀକ ସୌନ୍ଦର୍ଯ୍ୟ ଭରା ନୀଳଆକାଶ ତଳେ ରହୁଥିବା ସମସ୍ତ ଜୀବଜଗତ ପ୍ରକୃତିର ଅପାର କରୁଣାରୁ ନିଶ୍ଚିତ ଭାବରେ ନୂଆସକାଳ ସୁନେଲୀ କିରଣ ଆପଣମାନଙ୍କ ର ଦୈନେନ୍ଦୀନ ଜୀବନକୁ ବୁଦ୍ଧିମନ୍ତ ଓ ସୁବାସିତ କରିବା। ବନ୍ଧୁଗଣ, ପ୍ରାକୃତୀ ର ସୃଷ୍ଟିରେ ପୃଥିବୀ ଏକ ଏମିତି ଗ୍ରହ ଯାହା ସମସ୍ତ ଜୀବଜଗତ ଯଥା ଉଦ୍ଭିଦ ଓ ପ୍ରାଣୀ ମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ,ଯାହା ଆଜି ପଯ୍ୟନ୍ତ କୌଣସି ଗ୍ରହରେ ସମ୍ଭବ ପର ନୁହେଁ। ଏହା ମୁଁ ଓ ଆପଣ ସମସ୍ତେ ଜାଣିଛନ୍ତି ଓ ବୁଝିସାରିଛନ୍ତି ଓ ଅଙ୍ଗେ ନିଭାଇଛନ୍ତି। ପୃଥିବୀପୃଷ୍ଟରେ ସବୁକିଛି ସମ୍ଭବ ପର ଅସମ୍ଭବ ବୋଲି କିଛିନାହିଁ, ମନୁଷ୍ୟ ଯାହା ଚାହିଁଛି ତାହା ସବୁ ପାଇଛି, ପାଶ୍ଚାତ୍ୟ ଯୁଗରୁ ବର୍ତ୍ତମାନର ଆଧୁନିକ ମାନବ ସଭ୍ୟତା ର ବିକାଶ ଦିଗରେ ଏହି ସବୁଜ ଗ୍ରହ ସଦାସର୍ବଦା ସହଯୋଗର ବାଟ ଖୋଲିଦେଇଛି, ଯାହାକି ମନୁଷ୍ୟ ସଭ୍ୟତା ଲଙ୍ଗଲା ହୋଇ ଜଙ୍ଗଲ ରେ ଜୀବନ ବିତାଇ ଅଜି ବିଜ୍ଞାନର ଶୀର୍ଷରେ ପହଂଚି ସାରିଛି ଓ ନିଜକୁ ଯିବ ମାନଙ୍କମଧ୍ୟରେ ସର୍ବଶ୍ରେଷ୍ଠ ବୁଦ୍ଧିମାନ, ଜ୍ଞାନୀ, ଧନୀ ,ଗୁଣୀ ହେବାରେ ପଛକୁ ଫେରିନାହିଁ। ଏହି ସବୁଗୁଡିକ ମନୁଷ୍ୟ ପାଇବାରେ କେବଳ ପ୍ରକୃତିର ଅବଦାନ ନୁହେତ ଆଉ କାହାର? ପ୍ରକୃତୀ ସୃଷ୍ଟି ରେ ସମସ୍ତ ଜୀବଜଗତ ମଧ୍ୟରୁ ମନୁଷ୍ୟ କୁ ଏକ ଅଲୌକିକ ଶକ୍ତି, ବୁଦ୍ଧି, ପ୍ରଦାନ କରାଯାଇଛି, ପ୍ରକୃତି ଓ ପ୍ରକୃତୀ ର ପ୍ରତ୍ୟେକ ପ୍ରାଣୀ ଓ ସୌନ୍ଦର୍ଯ୍ୟ ଉପାଦାନ,ଖଣିଜ ପଦାର୍ଥ କୁ ତାର ଆବଶ୍ୟକତା ଅନୁଯାୟୀ ସୁବିନିଯୋଗ ଏବଂ ନୂତନତା ସୃଷ୍ଟି କରିବା ତତ୍ ସହିତ ତାର ସୁରକ୍ଷା ପ୍ରଦାନ କରିବା ହେଉଛି ଆମ୍ଭ ତଥା ଆମ୍ଭ ସଭ୍ୟତାର ପ୍ରଥମ ଓ ଗୁରୁ ଦାୟିତ୍ଵ ଅଟେ। କିନ୍ତୁ ଆମ୍ଭେ, ଆମ୍ଭ ମାନଙ୍କର ସ୍ୱାର୍ଥରେ ଆମ ଦାଇତ୍ଵ କୁ ଭୂଳିଯାଉଛୁ , ଯାହାଫଳରେ ଅନେକ ଛୋଟ ଛୋଟ ପ୍ରାଣୀ ମାନଙ୍କର ବିଲୁପ୍ତ ପ୍ରାୟ ଦେଖାଦେଲାଣୀ କେବେ ଚିନ୍ତା କରିଛନ୍ତି ବନ୍ୟ ଜନ୍ତୁ ତଥା ବିଭିନ୍ନପଶୁ ପକ୍ଷୀ ମାନଙ୍କ ସଂଖ୍ୟା ହ୍ରାସ ହେବାରେ ଲାଗିଛି କାହିଁକି?।କାରଣ କଣ ହୋଇପାରେ ?ଏସବୁ ପ୍ରଶ୍ନ ର ଉତ୍ତର ସମସ୍ତ ଙ୍କ ପାଖରେ ରହିଛି। ମନୁଷ୍ୟ ସଭ୍ୟତାକୁ ସରସ ସୁନ୍ଦର କରିବାରେ କେବଳ ପ୍ରକୃତି ର ହି ଅବଦାନ ରହିଛି, କିନ୍ତୁ ଆମ୍ଭ ମାନଙ୍କର ଜୀବନ ଶୈଳୀ ଏକ ଭିନ୍ନ, ଆମ୍ଭ ମାନଙ୍କର ସ୍ବାର୍ଥ ଆବଶ୍ୟକତା କୁ ପୁରଣ କରିବା ପାଇଁ ଦୂର ପାହାଡ଼, ଘଞ୍ଚବଣଜଙ୍ଗଲ ପର୍ବତମାଳା ରେ ଥିବା କିଛି ପ୍ରାଣୀ ଆପଣଙ୍କ ଘର ଚାରି କାନ୍ଥ ଭିତରେ ବନ୍ଧୀ ହୋଇ ସ୍ଵାଧୀନ ଭାରତର ଜାତୀୟ କଏଦୀ ଭାବରେ ଜୀବନ ଅତିବାହିତ କରୁଛନ୍ତି । ଉଦାହରଣ ସ୍ୱରୂପ ମହାବଳ ବାଘ ଠାରୁ ଆରମ୍ଭ କରି ଠେକୁଆ, ସୁଅ, ସାରି, ହରିଣ,ଏମିତିକି ଗୁଣ୍ଡୁଚି ମୂଷା କୁ ବି ବାଦ୍ ଦିଆଯାଇନାହିଁ,। ପ୍ରତେକ୍ ବନ୍ୟ ପ୍ରଣୀମାନେ ଆପଣଙ୍କ ଇଛାରେ ପରିଚାଳିତ ହେଉଛନ୍ତି, ପ୍ରିୟ ପାଠକ ଥରେ ଭାବିଦେଖନ୍ତୁ, ଆପଣ ମାନଙ୍କ ସ୍ବାର୍ଥ ପୂରଣ ନ ହେବାଯାଏ ଆପଣ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ବିଭିନ୍ନ ଦପ୍ତରକୁ ଯାଇ ଆବେଦନ କରୁଛନ୍ତି। ସାମ୍ବିଧାନିକ ନିୟମ ଆଳରେ ନିଜ ଅଧିକାର ଛଡ଼େଇ ଆଣୁଛନ୍ତି। ଯାହାଫଳରେ ଆବଶ୍ୟକତାଠାରୁ ଅଧିକ ସୁବିଧା ପାଉଛନ୍ତି ଓ ନିଜ ଏବଂ ନିଜର ଆଉ ଗୋଟେ ପୀଢ଼ି ପାଇ ଚିନ୍ତା କରୁଛନ୍ତି, କିନ୍ତୁ ଥରେ ଭାବିଦେଖନ୍ତୁ ଆପଣଙ୍କ ଘର ଚାରି କାନ୍ଥରେ ଭିତରେ ଥିବା ନିର୍ବାକ ପ୍ରାଣୀ ମାନଙ୍କ କଥା କଣ? ସେମାନଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଇନାହିଁ।? ମଣିଷ ଯଦି ଭାରତୀୟ ତେବେ ଭାରତ ବର୍ଷ ରେ ରହୁଥିବା ପ୍ରତ୍ୟକ ପ୍ରାଣୀ ,ପକ୍ଷୀ ଭାରତ ସମ୍ବିଧାନର ଅଧିନରେ । ସୁତରାଂ ସମସ୍ତଙ୍କର ଅଧିକାର ସମସ୍ତେ ସାବ୍ୟସ୍ତ କରିପାରିବେ। ତଥାପି ବନ୍ୟଜନ୍ତୁ ଅଧିକାର ରୁ ବଞ୍ଚିତ କାହିଁକି?। ପ୍ରତ୍ୟେକ ପ୍ରାଣୀ ପାଇଁ ପ୍ରକୃତି ନିଜ ଇଚ୍ଛା ଅନୁସାରେ ନିଜ ଶରୀର କୁ ସୁହାଇଲାଭଳି ଖାଦ୍ୟ ସୃଷ୍ଟି କରିଛନ୍ତି। ଅ ଖାଦ୍ୟ ଖାଇବା ଦ୍ବାରା ମନୁଷ୍ୟ ଠାରୁ ଆରମ୍ଭ କରି ପ୍ରତ୍ୟେକ ଜୀବ ପାଖରେ ଶାରୀରିକ ଅସୁସ୍ଥତା ଦେଖାଦେଇଥାଏ। ମନରେ ଟିକେ ଭାବନ୍ତୁ ସାମାନ୍ୟ ଶାରୀରିକ ଦୁର୍ବଳତା କୁ ନେଇ ଆମ୍ଭେ କେତେ ବ୍ୟତିବ୍ୟସ୍ତ ହେଉଥାଉ, ସମ୍ପୂର୍ଣ୍ଣ ଭାବେ ଠିକ୍ ନହେବା ଯାଏ ଔଷଧ ଖାଇବା ଛାଡ଼ି ନଥାଉ, କିନ୍ତୁ ବନ୍ୟ ପ୍ରାଣୀ ଙ୍କ ଅସୁସ୍ଥତା କଥା କିଏ ବା ଭାବିବ, ଓଲଟା ବନ୍ୟ ଜନ୍ତୁ ଙ୍କୁ ମରଣ ମୁହଁକୁ ଠେଲି ଦେବାକୁ ଉଦ୍ୟମ କରୁଛନ୍ତି,ତାର ଏକ ଜଳନ୍ତା ଉଦାହରଣ ହେଉଛି ଆମ୍ଭ ମାନଙ୍କର ମୌଜମଜଳିସ୍ ରେ ବିଭିନ୍ନ ସମୟରେ ପର୍ବ ପର୍ବାଣୀ , ନୂଆବର୍ଷ ବଣଭୋଜି କରିବା ପାଇଁ ବନ୍ଧୁ ,ପରିବାର ବର୍ଗ ସମସ୍ତେ ମିଶି ଜଙ୍ଗଲ ମଧ୍ୟ କୁଯାଇଥାଉ, ଓ ଏମିତି ଏକ ସ୍ଥାନ ବାଛିଥାଉ ଯେଉଁଠାରେ ଜଳାଶୟ ନିକଟସ୍ଥ ହୋଇଥିବ,କିମ୍ବା ନଦୀ,ଝରଣା, ଜଳପ୍ରପାତ, ରହିଥିବା ଆବଶ୍ୟକ ଏବଂ ସାଙ୍ଗରେ ନେଇଯାଇଥାଉ ଭିନ୍ନ ଭିନ୍ନ ରାସାୟନିକ ପଦାର୍ଥରେ ତିଆରି ସାମଗ୍ରୀଗୁଡିକ ଯାହାକି, ପ୍ଲାଷ୍ଟିକ ଗିଲାସ, ପାଣିପାଉଚ୍, ପ୍ରେସ ଖଳିଦନା, ବୋତଲ, ମଦବୋତଲ୍ କାଚ ଓ ଲୁହା , ବିଷାକ୍ତ ମସଲା ଇତ୍ୟାଦି। ବଣଭୋଜି ର ପରବର୍ତ୍ତୀ ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ ହୋଇପଡେ, ଉକ୍ତ ସ୍ଥାନଗୁଡିକ ଓ ବନ୍ୟ ପ୍ରାଣୀ ଙ୍କ ପାଇଁ କାରଣ ଯେଉ ସବୁ ଉପକରଣ ଗୁଡିକୁ ନେଇ ଆମ୍ଭେ ମଜା କରିଥାଉ ତାହା ନିର୍ବାକ ପ୍ରାଣୀ ଓ ପକ୍ଷୀ ମାନଙ୍କର ଯମ ପଲଟିଯାଏ, ଛାଡିଯାଇଥିବା ମସଲାଯୁକ୍ତ ଖାଦ୍ୟ, ପନିର, ସିଝା ମାଂସ ଭାତ ଲଙ୍କାଗୁଣ୍ଡ, ସହିତ ଭଙ୍ଗା ମଦବୋତଲ, ପ୍ଲାଷ୍ଟିକ ଗିଲାସ,। ଏସବୁ ପଡ଼ିରହି ବିଷାକ୍ତ ହୋଇଯାଏ ଠିକ୍ ବନ୍ୟ ଜନ୍ତୁ ତୃଷା ମେଣ୍ଟାଇବା ପାଇ ଜଳାଶୟ ନିକଟସ୍ଥ ହୋଇ ପ୍ରଥମେ ଏହି ପଚା ସଢ଼ା ଖାଦ୍ୟ ଖାଇ ରୋଗ ଗ୍ରସ୍ଥ ହୋଇ ଯାଆନ୍ତି କିଛି ପ୍ରାଣୀ ଭଙ୍ଗା କାଚ ଓ ଲୁହା ର ଶିକାର ହୋଇ ମାସମାସ ଧରି ଶରୀର କ୍ଷତ ବିକ୍ଷତ ହୋଇ ସମସ୍ତ ରକ୍ତ କଣିକା ରୋଗଗ୍ରସ୍ତ ହୋଇପଡ଼ି ଅନ୍ୟ ପ୍ରାଣୀ ମାନଙ୍କୁ ବ୍ୟାପି ବାରେ ଲାଗିଥାଏ ସେଥିରେ ସମସ୍ତ ପ୍ରାଣୀ ଶିକାର ହୋଇଥାନ୍ତି ଶେଷରେ ଅନେକ ଦିନ ଧରି ମୃତ୍ୟୁ ସହିତ ସଂଗ୍ରାମ କରି ଶେଷରେ ମୃତ୍ୟୁ କୁ ଆପଣେଇ ନେବାବାକୁ ବାଧ୍ୟ ହୋଇଥାନ୍ତି। ଏହିସମୟରେ ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ପାଇଁ ନା ଥାଏ ଡାକ୍ତରଖାନା ନା ଥାଏ ଡାକ୍ତର, ଯୋଉ ପ୍ରାଣୀ ମାନଙ୍କ ପରିବାର ବର୍ଗ ଥାଏ, ଯାହାର ଛୋଟ ଛୋଟ ଶିଶୁ ଗୁଡ଼ିକ ଥାଏ ସେମାନଙ୍କ ଅବସ୍ଥା କଣ ହୋଇପାରେ ଟିକେ ଛାତିରେ ହାତ ରଖି ଭାବି ଦେଖନ୍ତୁ, । ମନୁଷ୍ୟ ର ଛୋଟ ଛୋଟ ଭୁଲ ପାଇଁ କଥା କହିପାରୁ ନ ଥିବା ସୁନ୍ଦର ସୁନ୍ଦର ବନ୍ୟ ପ୍ରାଣୀ ପକ୍ଷୀ ମାନେ ଏହି ସୁନ୍ଦର ସରସ ସବୁଜ ଗ୍ରହ ଠାରୁ ସବୁଦିନ ପାଇଁ ଲୋପ ପାଇବାକୁ ଲାଗି ଲେଣି। ପ୍ରିୟ ପାଠକେୟ ଆପଣ ମାନଙ୍କୁ ସାଦର ନମସ୍କାର , ଅନୁରୋଧ ରହିବ , ମୋ କଲମ ରୁ ନିର୍ଗତ ହୋଇ ଥିବା ସାହିରୁ ଯାହା ଲେଖିଯାଇଛି, ତାହା ପ୍ରକୃତି ଓ ପ୍ରକୃତୀ ର ଅବଦାନ କୁ ବଞ୍ଚାଇ ବାରେ ସହାୟକ ହେବ ବୋଲି ଦୃଢ ଆଶା ଓ ବିଶ୍ବାସ। ସମୟ ଏମିତି ବି ଆସିଗଲାଣି କେବେ ଆମ୍ଭ ଜାତୀୟ ପଶୁ ର ମୃତ୍ୟୁ ତ କେବେ ଜାତୀୟ ପକ୍ଷୀ ର ମୃତ୍ୟୁ ଖବର କାଗଜ ର ଶିରୋନାମା ମଣ୍ଡିତ କରୁଛି ।ଆଉ କେବେ ଚେତିବା ସମୟ ଥାଉ ଥାଉ ବନ୍ୟ ଜନ୍ତୁ ଓ ଵୃକ୍ଷ ର ସୁରକ୍ଷା ନ କଲେ ମାଟି ମାଁ ର ଅଭିଶାପ କୁ ପାଥେୟ କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ।

Post a Comment