ବାଲେଶ୍ୱର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ରେ ଚଳିତ ଦଶମ ଶ୍ରେଣୀ ବୋର୍ଡ ପରୀଖ୍ଯ ରେ A1 ଗ୍ରେଡ୍ ରେ ଉର୍ତ୍ତୀର୍ଣ୍ଣ ହୋଇ ଥିବା ଟପ୍ ୨୦ ଛାତ୍ର ଛାତ୍ରୀ ଙ୍କୁ ପ୍ରତ୍ଯେକ ଛାତ୍ର ଛାତ୍ରୀ ଙ୍କ ଘରକୁ ଘର ବୁଲି ନିଆରା ଢଙ୍ଗରେ ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କୁ ସମ୍ବୋନ୍ଧନା କରିଛନ୍ତି !ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ ବୋଲି ସମାଜସେବୀ ତଥା ବିଜେଡି ନେତା ପୂର୍ବତନ ଜିଲ୍ଲା ପରିଷଦ ରବିନ୍ଦ୍ର ନାଥ ଅଣ୍ଡିଆ A1 ଟପ୍ ଛାତ୍ର ଛାତ୍ରୀ ଙ୍କୁ ବକ୍ତବ୍ଯ ପ୍ରଦାନ କରିଥିଲେ । ସମାଜସେବୀ ପ୍ରଦୀପ କର ,ବାଲିଆପାଳ ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ , ଦେଭୋଗ ସରପଞ୍ଚ ପ୍ରତିନିଧି ମୁତ୍ଯୁଞ୍ଜୟ ନାୟକ, ଘଣ୍ଟୁଆ ସରପଞ୍ଚ ସୁଶିଲ୍ ପ୍ରଧାନ , କୁମ୍ଭାରୀ ସରପଞ୍ଚ ପ୍ରତିନଧି ଜୟନାରାୟଣ ମହାପାତ୍ର , ଅସ୍ତି ସମିତି ସଦସ୍ଯ ପ୍ରତିନିଧି କାର୍ତ୍ତିକ ପାତ୍ର , ବିଜେଡି ନେତା ଅନନ୍ତ ବିଶ୍ବାଳ , ନିଖିରା ସରପଞ୍ଚ ଅଞ୍ଜନ କୁମାର ଗିରି , ସମାଜସେବୀ ସଞ୍ଜୟ ପ୍ରଧାନ , ଛାତ୍ର ନେତା ଭୈରବ ଦାସ , ସମ୍ମାନୀତ ଅତିଥି ଭାବେ ପ୍ରତ୍ଯାେକ ଛାତ୍ର ଛାତ୍ରୀ ମାନଙ୍କୁ ଘରକୁ ଯାଇ ପରିବାର ସମସ୍ତ ସଦସ୍ଯ ଙ୍କ ଉପସ୍ଥିତିରେ ସମ୍ଭୋଧନା ଦିଆଯାଇଛି ।

Post a Comment