ବଙ୍ଗୋମୁଣ୍ଡା (ଆଜତକ୍ ଓଡ଼ିଶା) ସାରା ଓଡିଶା ରେ ବର୍ତ୍ତମାନ ଗ୍ରୀଷ୍ମ ର ପ୍ରକୋପ ଲାଗି ରହିଛି। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବଙ୍ଗୋମୁଣ୍ଡା ସଦର ରେ ରେ ମଧ୍ୟ ତାପମାତ୍ରା ୪୭ ଡିଗ୍ରୀ ସେଲସିଏସ ରହିଛି, ହେଲେ ଏହିଭଳି ପରିସ୍ଥିତି ରେ ବଙ୍ଗୋମୁଣ୍ଡା ର ମା ମାହେଶ୍ୱରୀ ଖଡୁରା ଯୁବକ ସଂଘ ର ସଭାପତି ଆକାଶ ପାତ୍ର ଙ୍କ ଆହ୍ୱାନ କ୍ରମେ ଏହି ସଂଘ ଆଗକୁ ଆସି ଗତ ସାପ୍ତାହିକ ବଜାର ଦିନ ସ୍ଥାନୀୟ ବଙ୍ଗୋମୁଣ୍ଡା ବସଷ୍ଟାଣ୍ଡ ଠାରେ ଥଣ୍ଡା ପାନୀୟ ଜଳ ଯଥା ଲେମ୍ବୁ ପାଣି, ଜଳଜୀରା ପାଣି ଇତ୍ୟାଦି ବଣ୍ଟନ କରିଥିବା ବେଳେ ବହୁ ସଂଖ୍ୟା ରେ ଲୋକ ପାଣି ପିଇ ଥିବା ପରିଲକ୍ଷିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ ସଭାପତି ଆକାଶ ପାତ୍ର , ଉପ-ସଭାପତି ରାମ ସାହୁ, ସମ୍ପାଦକ ସଞ୍ଜୟ ସାହୁ, ସହ- ସମ୍ପାଦକ ବିଶ୍ୱଜିତ ସାହୁ, କୋଷାଧକ୍ଷ ପବନ ସାହୁ, ପିଙ୍କୁ ସାହୁ ତଥା ସଦସ୍ୟ ଦୀପକ, ସୁମିତ, ସାଗର, ପପୁ, ରିଙ୍କୁ, ସନ୍ତୋଷ, ବିକି, ଶିବ, ତିଳ, ଗୁଡ୍ଡୁ, ମଦନ, ରାଜ, ମିଥୁନ, ବାଦଲ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ଅଞ୍ଚଳ ରେ ପ୍ରଶଂସା କରିବା ସହ ଚର୍ଚ୍ଚା ର ବିଷୟ ହୋଇଛି, ଆଗକୁ ମଧ୍ୟ ଏହି ପରି ଜନହିତକାରୀ କାର୍ଯ୍ୟ ଉକ୍ତ ସଂଘ ଦ୍ୱାରା କରାଯିବ ବୋଲି ସଦସ୍ୟ ଶିବ କୁମାର ସାହୁ ଆମକୁ ସୂଚନା ଦେଇଛନ୍ତି ।

Post a Comment