ସୁବର୍ଣ୍ଣପୁର (ଗଣପତି ବାଘ) ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ଆଇନ ସେବା ପ୍ରାଧିକରଣ, ନୂଆଦିଲ୍ଲୀ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣ, କଟକ ଙ୍କ ନିର୍ଦେଶ କ୍ରମେ ଏବଂ ଶ୍ରୀ ରଶ୍ମି ମୋହନ ଆଚାର୍ଯ୍ୟ, ଜିଲ୍ଲା ଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଙ୍କ ଆଦେଶ କ୍ରମେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଚିବ ମିସ କୁମୁଦିନୀ ମୁଦୁଲି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୨୨ ମେ ୨୦୨୩ ରୁ ୨୯ ମେ ୨୦୨୩ ପର୍ଯ୍ୟନ୍ତ ଭିନ୍ନକ୍ଷମ ମାନଙ୍କ ପାଇଁ ଏକ ଘର କୁ ଘର ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ସର୍ଭେ ରେ ପାରା ଲିଗାଲ ସ୍ବେଛାସେବୀ, ଆଙ୍ଗନବାଡୀ କର୍ମୀ, ଆଶା କର୍ମୀ ମାନେ ପ୍ରତି ଗାଁ ର ଘରକୁ ଘର ଯାଇ ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରୁଛନ୍ତି ଏବଂ ସେମାନଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ସେମାନଙ୍କୁ ଅବଗତ କରୁଛନ୍ତି । ଉକ୍ତ ସେବା ନିମନ୍ତେ ଓଡିଶା ଆଇନ ସେବା ପ୍ରାଧିକରଣ ଏକ ନିଶୁଲ୍କ ନମ୍ବର ଯଥା ୧୮୦୦୩୪୫୭୫୭୧ ପ୍ରଦାନ କରିଯାଇଛି ।

Post a Comment