ଜଳେଶ୍ବର, (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୫ ନହଞ୍ଜରା ମିଟିଂ ହଲ ପରିସରରେ ବାବା ନିଖିଳେଶ୍ବର ସ୍ୱୟଂ ସହାୟକ ଗୋଷ୍ଠୀ ମହାସଂଘ ଦ୍ଵାରା ମୋତିଆବିନ୍ଦୁ ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା। ଆଜିର ଶିବିରରେ ମତିଆବିନ୍ଦୁର ସଚେତନତା ବିଷ୍ୟୟରେ ବୁଝାଇବା ସହିତ ସାଧାରଣତଃ ୪୦ ବର୍ଷ ପରେ ମୋତିଆ ବିନ୍ଦୁ ଦେଖାଯାଏ । ଏହାକୁ ଅବହେଳା ନକରି ସହଜରେ ଅସ୍ତ୍ରୋପଚାର କରି ପୂର୍ବ ପରି ଦେଖି ହୁଏ ବୋଲି ଆଜିର କାର୍ଯ୍ୟକ୍ରମରେ ସଚେତନତା କରାଇଥିଲେ।ଏହି ଶିବିରରେ ଭୁମିକା ଚକ୍ଷୁ ହସ୍ପିଟାଲ ପକ୍ଷରୁ ଏକ ଡ଼ାକ୍ତରୀ ଟିମ ପରୀକ୍ଷା କରିଥିଲେ। ଏହି ମୋତିଆବିନ୍ଦୁ ଶିବିର କାର୍ଯ୍ୟକ୍ରମରେ ସଭାପତି ରଶ୍ମିତା ପରିଡ଼, ସମ୍ପାଦିକା ମୌସୁମୀ ପରିଡ଼ା,କୋଷାଧ୍ୟକ୍ଷ ନିରୂପମା ଜେନାଙ୍କ ସମେତ ସୁସ୍ମିତା ପରିଡ଼ା,କବିତା ବ୍ରହ୍ମ, ସସ୍ମିତା ବ୍ରହ୍ମ, ବନ୍ଦିତା ସିଂ,କବିତା ଦେ,ଭକ୍ତିଲତା ପରିଡ଼ା,ସୁମିତ୍ରା ଦେ,ଜାନକୀ ଚନ୍ଦ, ସବିତା ଚନ୍ଦ, ସଞ୍ଜୁଲତା ଚନ୍ଦ, ଲୋପାମୁଦ୍ର ବ୍ରହ୍ମ, କାମିନୀ ବେହେରା, ରିତାରାଣୀ ପରିଡ଼ା,ବନ୍ଦନା ପରିଡ଼ା, ଉମାରାଣୀ ଜେନା, ସାବିତ୍ରୀ ପରିଡ଼ା, ରୂପାଲି ପରିଡ଼ା, ଗୀତାରାଣୀ କରଣ, ମିନତୀ ଜେନା, ଗୀତାଞ୍ଜଳୀ ଜେନା,ଓ ମହାସଙ୍ଘର ଅନ୍ୟାନ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ।

Post a Comment