ଜଳେଶ୍ବର (ଜଗନ୍ନାଥ ଗୋଛାୟତ) ବସ୍ତା ନାଇକୁଡ଼ି ପଞ୍ଚାୟତରେ ବିଜେପିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଖଗେନ୍ଦ୍ର ନାୟକଙ୍କ ସଭାପତିତ୍ବରେ,ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା,ବସ୍ତା ସାଂସଦ ପ୍ରତିନିଧି ତଥା ଜିଲ୍ଲା ଉପସଭାପତି ପ୍ରଦୀପ ପଣ୍ଡା, ବାଲିଆପାଳ ସାଂସଦ ପ୍ରତିନିଧି ମହେଶ୍ୱର ଜେନା, ରାଜ୍ୟ କାର୍ଯ କାରିଣୀ ସଦସ୍ୟ ବିକାଶ ଗିରି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ଅଜୟ ସାହୁ, ନବକୃଷ୍ଣ ଦାସ, ରବିନ୍ଦ୍ର ଜୈନ, ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ସୂର୍ଯ୍ୟ ନାରାୟଣ ସାହୁ, ଜିଲ୍ଲା ସାଧାରଣ ସମ୍ପାଦିକା ମାଳତୀ ନାୟକ, କଇନଗରୀ ସରପଞ୍ଚ ରାଧା ବଲ୍ଲଭ ମଣ୍ଡଳ,ସାଉଡି ସରପଞ୍ଚ ଧରଣୀଧର ମଲ୍ଲିକ ,ଜଗବନ୍ଧୁ ମଲ୍ଲିକ ,ରାମଚନ୍ଦ୍ର ସାନ୍ତରା, କାର୍ତ୍ତିକ ଚନ୍ଦ୍ର ପାତ୍ର, ରତ୍ନାକର ଜେନା, କମଳାକାନ୍ତ ଦାସ, ସଞ୍ଜୟ ଜେନା,ବିଜୟ ସାମନ୍ତ, ବସ୍ତ ମିଡ଼ିଆ ସଂଯୋଜକ ଦିବାକର ରାଉତ, ନିହାର ରଞ୍ଜନ ବେହେରା, ନିଧିଆ ମାରାନ୍ଦି ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ମନ୍ତ୍ରୀଙ୍କର ଜନ କଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରିଥିଲେ ତଥା ଆଗାମୀ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତର ତାଲିକା ଘଷଣା କରାଯାଇଥିଲା । ଏହି ସମ୍ମିଳନୀରେ ବିଜେଡି ସରକାରର ଅପାରଗତା ଏବଂ ବିପର୍ଯ୍ୟୟସ୍ଥ ଆଇନ ବ୍ୟବସ୍ଥା ଉପରେ କଡା ସମାଲୋଚନା କରାଯାଇଥିଲା ।

Post a Comment