କଣ୍ଟାମାଳ (ମନଧରକର୍ମୀ) ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କନ୍ତାମିଲା ଗ୍ରାମ ପଞ୍ଚାୟତ ର ଚନ୍ଦ୍ରମଣି ନାଏକ,(ବୟସ -୮୭) ,ପି - ବୈରାଗୀ ନାଏକ,ଗତ ତିନି ମାସ ହେବ ତାଙ୍କର ବାର୍ଦ୍ଧକ୍ୟ ଭତା ପାଇ ନଥିଲେ,ପଞ୍ଚାୟତ PEO ଙ୍କ ଠାରୁ ଆରମ୍ଭ କରି BSSO, BDO ଙ୍କ ପର୍ଯ୍ୟନ୍ତ ଗୁହାରି କରିବା ପରେ ମଧ୍ୟ ଚନ୍ଦ୍ରମଣି ଙ୍କ ବାର୍ଦ୍ଧକ୍ୟ ଭତା ପଇସା ଟି ପାଇ ପାରିନଥିଲେ, କିନ୍ତୁ ଢେଙ୍କାନାଳ ଜିଲ୍ଲାର Tweeter account cordinater ନାମରେ ପରିଚିତ ଟୁଇଟର ବଏ #ବିନୟ ନାଏକ ଙ୍କ ଟୁଇଟର ଆକାଉଣ୍ଟ ରୁ ଟୁଇଟ କରିବାର ୨୪ ଘଣ୍ଟା ମଧ୍ୟରେ ପଞ୍ଚାୟତର ଅଧିକାରୀ ମାନେ ଅସି ତାଙ୍କ ଘରେ ଭତା ପଇସା ଦେଇ ଯାଇଛନ୍ତି। ଚନ୍ଦ୍ରମଣି ନାଏକ ଟୁଇଟର ବୋଏ ବିନୟ ନାଏକ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଦେବା ସହିତ ତାଙ୍କ ପାଖେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Post a Comment