ଜଳେଶ୍ବର,୦୪/୪ (ଜଗନ୍ନାଥ ଗୋଛାୟତ) ଜଳେଶ୍ବର ନିର୍ବାଚନମଣ୍ଡଳୀର ରାଇବଣିଆ ପଂଚାୟତର ଜଳିସାହି ଠାରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଯାଇଛି। ଜଳେଶ୍ୱର ବ୍ଲକ କଂଗ୍ରେସ କମିଟିର ସଭାପତି ରାଜୀବ ପରିଡାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଥିବା ବେଳେ ରାଇବଣିଆ ପଂଚାୟତର କଂଗ୍ରେସ ସଭାପତି ଆଶିଷ ଘୋଷ ଓ ତରଣୀ ଗାନ୍ଧୀଙ୍କ ନେତୃତ୍ୱରେ ରାଇବଣିଆ ପଂଚାୟତର ୯୦ ପରିବାର ୩୦୦ଭୋଟର ବିଜେଡି ଓ ବିଜେପି ଛାଡି ଜଳିସାହି ଠାରେ ହେଉଥିବା କଂଗ୍ରେସର ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ କଂଗ୍ରେସ ଦଳରେ ମିଶିଲେ। ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଜୀବ ଗିରି, କଂଗ୍ରେସ ରାଜ୍ୟ ପ୍ରବକ୍ତା ତଥା ଜଳେଶ୍ୱର ନେତା ସୁଦର୍ଶନ ଦାସ, ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡା, ଖଗେନ୍ଦ୍ର ସାମଲ, ଖଗେନ୍ଦ୍ର ଜେନା, ବିଶ୍ୱଜିତ ଦାସ, ଅଜିତ ସେଠି । ତରଣୀ ଗାନ୍ଧୀ,ମଧୁସୂଦନ ପାତ୍ର, ବନମାଳୀ ଘୋଷ, ଡ୍ରାଇଭର ସିଂ, ନିମାଇଁ ଭଣ୍ଡାର, ବସନ୍ତ ଘୋଷ, ଝଡ଼େଶ୍ୱରୀ ଭଣ୍ଡାର, ରାଧାରଞ୍ଜନ ସାହୁ, ପ୍ରଫୁଲ୍ଲ ଘୋଷ, ଭକ୍ତିମଣି ଦତ୍ତ, ପ୍ରତାପ ଚନ୍ଦ, ଅଜୟ ମଲ୍ଲିକ, ମଧୁସୂଦନ ପାତ୍ର ଅନ୍ୟଦଳ ଛାଡି କଂଗ୍ରେସରେ ସାମିଲ ହେଲେ ।

Post a Comment