ଧର୍ମପରାୟଣା ମହିଳାଙ୍କ ପରଲୋକ


ଭୋଗରାଇ ( ଚିନ୍ମୟ କୁମାର ଦାସ ) ୦୫ /୦୪ ଭୋଗରାଇ ବ୍ଲକ ଅନ୍ତର୍ଗତ କୁଶୁଡ଼ା ଗ୍ରାମପଞ୍ଚାୟତ ଅଧିନସେହି ଗ୍ରାମରେ ଗତକାଲି (ମଙ୍ଗଳବାର) ଭୋର ୩, ୩୦ ମିନିଟ ସମୟରେ ଶାନ୍ତିଲତା ଗିରି ଙ୍କର ୮୭ ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି । ସେ ଦିର୍ଘ ଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗର ପିଡିତଥିଲେ ତାଙ୍କ ମୃତ୍ୟୁଖବର ଜାଣିଜା କୁଶୁଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଡା ଅଚିନ୍ତ ରଞନ ମହାପାତ୍ର,ନାଏବ ସରପଞ୍ଚ ବରେନ୍ଦ୍ର ଗିରି,ରମାକାନ୍ତ ନାୟକ, ନାରାୟଣ ଦାସ, ଗିରିଜା ନାୟକ, ଅଚ୍ୟୁତ ମହାପାତ୍ର, ମାନସ ଦାସ, ମନ୍ମଥଜେନା,ସିଆରସି ସି ଗୋପାଳଚନ୍ଦ୍ର ସେଠୀ, ଜ୍ୱାଇଁପଦ୍ମଲୋଚନପାତ୍ର, ଶିକ୍ଷକ ମହେନ୍ଦ୍ରନାଥ ଜେନା, ଶ୍ରୀକାନ୍ତ ଜେନା,ସତ୍ୟଜିତ ପାଣିଗ୍ରାହି, ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବାସ ଭବନରେ ଉପସ୍ଥିତ ହୋଇ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥି । ଏହି ମୃତ୍ୟୁରେ ପ୍ରମେୟ ଉତ୍ତର ଓଡ଼ିଶା ସଷ୍କରଣ ମୁଖ୍ୟ ଶତ୍ୟଶିବ ଦାସ. କବି ସୁକୁମାର ଦାସ. ପୂର୍ବତନ ସରପଞ୍ଚ ପ୍ରଭୁଦୟାଲ ଜେନା ସୁନିଲ କୁମାର ଜେନା,ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।ଦୁଇ ପୁତ୍ର ରାଧାଶ୍ୟାମ ଓ ଘନଶ୍ୟାମ, ମୁଖାଗ୍ନି ଦେଇଥିଲେ।ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Post a Comment

Previous Post Next Post