କେସିଙ୍ଗା ୧/୪ (ଶ୍ୟାମସୁନ୍ଦର ମାଝୀ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଜୀବନ ଜୀବିକା ସହ ଜଡିତ ନିୟମଗିରି ଓ କର୍ଲାପାଟ ଖଣି ଅଞ୍ଚଳରୁ ବହୁ ରାଷ୍ଟ୍ରୀୟ କମ୍ପାନୀ ହାତରେ ଟେକିଦେବା ଯୋଜନା କରାଯାଉଛି । ପୁଣି କିଛି ନିସ୍ତସ୍ଵାର୍ଥ ସଂସ୍ଥା ବେଦାନ୍ତ କମ୍ପାନୀ କୁ ଖଣିଲିଜ ନେଇ ଓକିଲାତି କରୁଥିବା ଅଭିଯୋଗ କରି କଳାହାଣ୍ଡି ସୁରକ୍ଷା ସ୍ୱାଭିମାନ ମଞ୍ଚ ଏହାକୁ ବିରୋଧୀ କରିଛି । ଏ ନେଇ ମଞ୍ଚର ସଦସ୍ୟ ମାନେ କେସିଙ୍ଗା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶନ କରିଛନ୍ତି । ମଞ୍ଚର ଆବାହକ ଏ ସୁରେଶ ବାବୁଙ୍କ ଅଧକ୍ଷତାରେ ଆୟୋଜିତ ବିକ୍ଷୋବ ସମାବେଶରେ ନିୟମଗିରି ଆନ୍ଦୋଳନର ଲିଙ୍ଗରାଜ ଆଜାଦ କଳାହାଣ୍ଡି ଆଦିବାସୀ ସଙ୍ଘ ସଭାପତି ପ୍ରକାଶ ମାଝୀ କେସିଙ୍ଗା ଆଦିବାସୀ ସଙ୍ଘ ସଭାପତି,ସତ୍ୟ ମହାରା ସାମାଜିକ କର୍ମୀ କେଶବ ପ୍ରଧାନ,ରାଜେନ୍ଦ୍ର ଯାନୀ,ଶ୍ରୀ ରାଜେନ୍ଦ୍ର ଭି ଏହି ସମସ୍ତେ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ । ତାପରେ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେଇଥିଲେ । ଏହା ଉପରେ ପଦକ୍ଷେପ ନ ନେଲେ ଭୟଙ୍କାର ଆନ୍ଦୋଳନ ର ଚେତାବନୀ ଦିଆଯାଇଛି ।

Post a Comment