ହରଭଙ୍ଗା :(ସୁଶାନ୍ତ କୁମାର ବେହେରା) ବୌଦ୍ଧ ଜିଲ୍ଲା ରେ ବ୍ୟାପକ ଦୁର୍ଘଟଣା କୁ ଏଡେଇବା ସହିତ ଜିଲ୍ଲା କୁ ଦୁର୍ଘଟଣା ଶୂନ୍ୟ ଜିଲ୍ଲା ଭାବେ ପରିଗଣିତ କରିବା ଦିଗରେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣାକଟକ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଯାଇଛି!ହରଭଙ୍ଗା ବ୍ଲକ ର ମାଧପୁର ଠାରୁ ଲଇଗାଁ ପର୍ଯ୍ୟନ୍ତ ବିଭିନ୍ନ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ପୋଲିସ କର୍ମଚାରୀ ନିୟୋଜିତ କରି ଲୋକଙ୍କୁ ସଚେତନ କରିବା ସହିତ ସଡ଼କ ସୁରକ୍ଷା ସପ୍ତାହ ପାଳନ । ସଡ଼କ ସୁରକ୍ଷା ନିୟମ ପାଳନ କରୁଥିବା ବ୍ୟକ୍ତି ଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ଉତ୍ସାହିତ କରାଯାଉଛି । ତତ ସହିତ ବୌଦ୍ଧ ପରିବହନ ବିଭାଗ ପକ୍ଷରୁ ନିୟମ ଖିଲାପ କାରୀଙ୍କ ଠାରୁ ଫାଇନ ମଧ୍ୟ ଅଦାୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପୁରୁଣାକଟକ ଥାନା ଅଧିକାରୀ ଜୋସ୍ନା ରାଣୀ କାଉଁରି ସୂଚନା ଦେଇଛନ୍ତି।

Post a Comment