ଭୋଗରାଇ (ଚିନ୍ମୟ କମାର ଦାସ) ୨୩/୦୪ କମର୍ଦା ସ୍ଥିତ ପାର୍ଟି କାର୍ଯ୍ୟାଳୟ ଠାରେ ମଣ୍ଡଳ ସଭାପତି ରାଜକୁମାର ଦାସ ଙ୍କ ସଭାପତିତ୍ୱ ରେ ଯଶସ୍ବୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ଜୀ ଙ୍କ ୧୦୦ତମ ମନକି ବାତ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକ ରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ମନକି ବାତ କମର୍ଦା ମଣ୍ଡଳ ପ୍ରଭାରୀ ସୁନୀଲ କୁମାର କର ଉପସ୍ଥିତ ହୋଇ ପ୍ରଧାନମନ୍ତ୍ରୀ ମନକି ବାତ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଲୋକ କିଭଳି ଉତ୍ସାହିତ ହୋଇ ସଫଳ ଓ ଲାଭବାନ ହେଉଛନ୍ତି ସେ ସମ୍ପର୍କରେ ବିଷାଦ ଭାବରେ ଆଲୋଚନା କରିଥିଲେ । ମନକି ବାତର ମଣ୍ଡଳ ସଂଯଜକ ଦିବ୍ୟ ସୁନ୍ଦର ଦାସ ଉପସ୍ଥିତ ରହି କମର୍ଦା ମଣ୍ଡଳ ରେ ଥିବା ସମସ୍ତ ୪୮ ଟି ବୋଥ ରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ହୋଇ ପାରିବ ତାହାରି ଉପରେ ଆଲୋକ ପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସାଧାରଣ ସମ୍ପାଦକ ଅନିରୁଦ୍ଧ ପାତ୍ର, ଜ୍ଞାନରଥୀ ଦାସ ମିଡ଼ିଆ ସତ୍ୟବ୍ରତ ଜେନା, କୋଷାଧକ୍ଷ ପ୍ରଦୀପ ପଣ୍ଡା, ଶକ୍ତି କେନ୍ଦ୍ର ପ୍ରମୁଖ ଜ୍ଞାନେଶ ପାଳ, ପ୍ରଦୀପ ବାରିକ, ଗୌରହରି ପାଳ, ଅଜୟ କୁମାର ସାହୁ, ଦିବ୍ୟ ଚନ୍ଦନ ଦାସ ବକ୍ତବ୍ୟ ରଖିଥିବା ବେଳେ, ମାନସ କୁମାର ଦତ୍ତ, ନିର୍ମଳ ଦାସ, ଅମୀର କୁମାର ଦତ୍ତ, ମୃଣ୍ମୟ ଦାସ,ଦୈତାରୀ ଦାସ, ଦେବେନ୍ଦ୍ର ରାଉଳ, ତ୍ରିଲୋଚନ ଦେ, ପ୍ରମୁଖ ଯୋଗଦେଇ ଥିଲେ ।

Post a Comment