ଜଳେଶ୍ୱର, ୨୩/୦୪ (ଜଗନ୍ନାଥ ଗୋଛାୟତ): ଜଳେଶ୍ୱର ବ୍ଲକ ଛମୈାଜ ପାବନ କ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ଶ୍ରୀ ଜୀଉ ମାନଙ୍କର ଅଷ୍ଟମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ନାମ ସଂକୀର୍ତନ, ଯଜ୍ଞ, ହୋମାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା । ଶହଶହ ଭକ୍ତ ଉପସ୍ଥିତ ହୋଇ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ଆଶିର୍ବାଦ ନେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ବଡପଣ୍ଡା ବିନୋଦ ବିହାରୀ ମହାପାତ୍ର ଓ ଅନ୍ୟ ପୂଜା ପଣ୍ଡାମାନଙ୍କ ସହିତ ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନେ ପରିଚାଳନା କରିଥିଲେ ।

Post a Comment