ବିଭିନ୍ୟ ମୌଲିକ ସମସ୍ୟା କୁ ନେଇ ନାଗରିକ ବିକାଶ ସଂଗଠନ ପକ୍ଷରୁ ଦାବିପତ୍ର


ଭବାନୀପାଟଣା (ଶ୍ୟାମସୁନ୍ଦର ମାଝୀ) : କଳାହାଣ୍ଡି ଜ଼ିଲ୍ଲା ନାଗରିକ ବିକାଶ ସଂଗଠନ ପକ୍ଷରୁ ବୁଧବାର ଦିନ ଭବାନୀପାଟଣା ବିଡ଼ିଓ ଙ୍କ ଜରିଆରରେ ୪ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅଚଳ ଥିବା ନଳକୂଅ ଷ୍ଟାଣ୍ଡ ପୋଷ୍ଟ କୁ ତୁରନ୍ତ ମରାମତି କରି କାର୍ଯ୍ୟକ୍ଷମକରିବା ଜଳ କଷ୍ଟ ଅଞ୍ଚଲ ଗୁଡିକୁ ତୁରନ୍ତ ଟ୍ୟାଙ୍କର ମଧ୍ୟମ ରେ ପାନୀୟ ଜଳ ଯୋଗାଣ ରାସ୍ତା ନଥିବା ଗ୍ରାମ୍ୟ କୁ ନୂତନ ରାସ୍ତା ସଂଯୋଗ ସ୍କୁଲଛାଡି ଥିବା କିଶୋରୀ ବାଳିକା ପୁନଃ ଶିକ୍ଷା ଗ୍ରହଣ ବ୍ୟବସ୍ତା ଓ ଅଙ୍ଗନୱାଡି କେନ୍ଦ୍ରରେ ନିଜସ୍ୱ ଗୃହ ସୁନିଶ୍ଟିତ କରିବା ଏ ହିଁ ସବୁ ଦାବି ନେଇ ନାଗରିକ ବିକାଶ ସଂଗଠନ ଭବାନୀପାଟଣା ବ୍ଲକ ସଭାନେତ୍ରୀ କୁନି ନାଏକ କାର୍ଯ୍ୟ ସଂଗଠନ କାର୍ଯ୍ୟ କତା , କଲ୍ୟାଣୀ ଦାସ, ପବିତ୍ର ନାଏକ, ଉମେଶ ଚନ୍ଦ୍ର ବାଗ, ମନୋଜ କୁମାର ନାଏକ, ଧନଞ୍ଜୟ
 ହରିଜନ, ଏ ପରି ବହୁତ ଗ୍ରାମ ର ମହିଳା ମାନେ ଉପସ୍ଥିତ ରହି ତହସିଲ ଅଫିସ ଛକଠାରୁ ବିଭିନ୍ୟ ସ୍ଲୋଗାନ ଦେଇ ବ୍ଲକ ଅଫିସ ପହଞ୍ଚି ବିଡ଼ିଓ ଙ୍କ ଉପସ୍ଥିତ ରେ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇ ଥିଲା ।

Post a Comment

Previous Post Next Post