![]() |
ସଭାପତି ପ୍ରସନ୍ନ |
ଧର୍ମଗଡ : (ପ୍ରଦୀପ ସେଠୀଆ) ଧର୍ମଗଡ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ଶନିବାର ସକାଳ ୧୦ ରୁ ଅପ୍ରରାହ୍ନ ୩ଟା ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବେ ପ୍ରସସ୍ନ ଅଗସ୍ତି ଏବଂ ଉପସଭାପତି ଭାବେ ବିନୋଦ ନାଏକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଇଥିଲେ ।ସମ୍ପାଦକ,ସହ ସମ୍ପାଦକ ଏବଂ କୋଷଦକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ନିର୍ବାଚନ ଅଧିକାରୀ ଭାବେ ଆଇନଜୀବି ସନ୍ତୋଷ ପାତ୍ର ନିର୍ବାଚନ ପରିଚାଳନା କରିଥିଲେ । ସମ୍ପାଦକ ଭାବେ ବିଶ୍ଵନାଥ ମୁଣ୍ଡ,ସହସମ୍ପାଦକ ଭାବେ ଜୟଦ୍ରଥ। ମହାନନ୍ଦ ଏବଂ କୋଷାଦକ୍ଷ ଭାବେ ବସନ୍ତ ଠାକୁର ନିର୍ବାଚିତ ହୋଇଥିଲେ। ଆଇନଜୀବି। ଭବାନୀ ଚରଣ ଦାସ,ସୁମନ୍ତ ପଣ୍ଡା,ସୁବାସ ପାଣିଗ୍ରାହୀ, ସନ୍ତୋଷ ମେହେର,ଆଦିତ୍ୟ ପଣ୍ଡା,ନବ ସରଫ, ରାଜେନ୍ଦ୍ର ମୁନି, ଲିଙ୍ଗରାଜ ବେହେରା, ଧୀରେନ୍ଦ୍ରନାଥ ପାତ୍ର ପରିଚାଳନା ରେ ସହଯୋଗ କରି ଥିଲେ।
Post a Comment