ଜଳେଶ୍ବର,୨୮/୩ (ଜଗନ୍ନାଥ ଗୋଛାୟତ) ଯାତ୍ରୀବାହୀ ବସ ଧକ୍କାରେ ଷଣ୍ଢ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର । ଗତ ବିଳମ୍ବିତ ରାତିରେ କଲିକତାରୁ ଭୁବନେଶ୍ବର ଯାଉଥିବା ମିନତୀ ବସ ଧକ୍କାରେ ଏକ ଷଣ୍ଢ ଜଳେଶ୍ବର ପୁରୁଣିଆ ବଜାର ମଙ୍ଗଳା ମନ୍ଦିର ନିକଟରେ ଗୁରୁତର ଅବସ୍ଥାରେ ପଡିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ ୱାର୍ଡ ନଂ୬ କାଉନସିଲର ଚନ୍ଦନ ଦାସ,ଶମ୍ଭୁ ସିଂଙ୍କ ସହଯୋଗରେ ସ୍ଥାନୀୟ ଯୁବକ ମାନେ ଷଣ୍ଢ ଟିକୁ ଉଦ୍ଧାର କରି ସ୍ଥାନୀୟ ଶୀତଳା ମନ୍ଦିର ନିକଟରେ ରଖିବା ସହିତ ପଶୁ ଡାକ୍ତରଙ୍କୁ ଆଣି ତାର ସେବା ସୁସ୍ଥା କରି ଔଷଧ ବ୍ୟବସ୍ଥା କରାଯାଇଥିଲା । ତେବେ ଷଣ୍ଢ ଟିର ପଛ ଦୁଇ ଗଡ଼ ଭାଙ୍ଗି ଯାଇଥିବା ଡାକ୍ତର ଜଣାଇଛନ୍ତି।

Post a Comment