ସୋନପୁର (ସର୍ଜନ କୁମାର ପାଣ୍ଡେ) ସୋନପୁର ୨୦୨୩-୨୪ ପାଇଁ ସୋନପୁର ବାର ଆସୋସିଏସନର ସଭାପତି ଭାବରେ ବିଧାନ ଚନ୍ଦ୍ର ପାଣିଗ୍ରାହୀ , ସମ୍ପାଦକ ଭାବରେ ପ୍ରଫୁଲ୍ଲ କୁମାର ସାହୁ ଏବଂ ଉପ ସଭାପତି ଭାବରେ ଦେବେନ୍ଦ୍ର ପର୍ଡିଆ ନିର୍ବାଚିତ ହୋଇଛନ୍ତି ।ଫଳାଫଳ ଘୋଷଣା ହୋଇଛି । ସୋନପୁର ବାର ଆସୋସିଏସନର ସଭାପତି ଭାବରେ ନବମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ବିଧାନ ଚନ୍ଦ୍ର ପାଣିଗ୍ରାହୀ ,ସେ ୧୬ ଟି ଭୋଟ ବ୍ୟବଧାନ ରେ ରବୀନ୍ଦ୍ର କୁମ୍ଭାର କୁ ପରାସ୍ତ କରିଛନ୍ତି । ସମ୍ପାଦକ ଭାବରେ ପ୍ରଫୁଲ୍ଲ କୁମାର ସାହୁ ଏବଂ ଉପସଭାପତି ଭାବରେ ଦେବେନ୍ଦ୍ର ପର୍ଡିଆ ନିର୍ବାଚିତ ହୋଇଛନ୍ତି । ଏଥର ନିର୍ବାଚନ ମଇଦାନରେ ମୋଟ ୭ ଜଣ ପ୍ରାର୍ଥୀ ଥିଲେ।ସଭାପତି ପଦ ପାଇଁ ତିନି ଜଣ ପ୍ରତିତ୍ବନ୍ଦିତା କରିଥିବା ବିଧାନ ଚନ୍ଦ୍ର ପାଣିଗ୍ରାହୀ ଭୋଟ ୭୩ ଖଣ୍ଡ ପାଇଛନ୍ତି,ଗୌରୀଶ୍ୟାମ ପଣ୍ଡା ୪୧ ଖଣ୍ଡ ,ରବିନ୍ଦ୍ର କୁମ୍ଭାର ଖଣ୍ଡ ୫୭ ସେହି ପରି ଉପ-ସଭାପତି ପଦବୀ ପାଇଁ ଦେବନ୍ଦ୍ର ପର୍ଡିଆ ୧୧୬ ଖଣ୍ଡ ଏବଂ ମନୋଜ କୁମାର ବିଶି ୫୫ଖଣ୍ଡ ଏବଂ ସମ୍ପାଦକ ଭାବେ ପ୍ରଫୁଲ୍ଲ କୁମାର ସାହୁ ୮୭ ଖଣ୍ଡ ଏବଂ ଦୀପ ଦାସ ମହାପାତ୍ର ୮୩ ଖଣ୍ଡ ପାଇଛନ୍ତି ।ମୋଟ ୧୮୮ ଜଣ ସଦସ୍ଯ ମତଦାନ କରିଥିଲେ ।ମୁଖ୍ୟ ନିର୍ବାଚନ ଅଧିକାରୀ ଭାବରେ ହେମନ୍ତ କୁମାର ସାହୁ , ବରୁଣ ମହାନ୍ତି ଏବଂ ବନ୍ଦାବନ ମିଶ୍ର ସହକାରୀ ନିର୍ବାଚନ ଅଧିକାରୀ କାର୍ଯ୍ୟ ତୁଲାଇଥିଲେ ।ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ସବୁ ସ୍ତରରେ ଶୁଭେଛା ଜ୍ଞାପନ କରାଯାଇଛି ।

Post a Comment