ଜଳେଶ୍ବର ୩୧/୦୩ (ଜଗନ୍ନାଥ ଗୋଛାୟତ) ଅଖିଳ ଭାରତୀୟ କୃଷାକ ସଭା,CITU, ଖେତମଜଦୂର୍ ସଂଗଠନ, ଗଣତାନ୍ତ୍ରିକ ମହିଳା ସମିତି ତରଫରୁ ପାର୍ଲିଆମେଣ୍ଟ ଅଭିଯାନ ପାଇଁସାଧାରଣ ସଭା ଆରୁହା ଚର୍ଚ୍ଚ ପଡିଆ ରେ ଅନୁଷ୍ଠିତ ହୋଇଯାଇଅଛି। ଦରବୃଦ୍ଧି ଉପରେ ରୋକ ଲଗାଇବା, ଏମ୍.ଏସ.ପି କୁ ଆଇନ ରେ ପରିଣତ କରିବା, ଚାରିଟି ଶ୍ରମ କୋଡ ବାତିଲ କରିବା, ତିନିହଜାର ଟଙ୍କା ଭତ୍ତା,ଭୂମି ହିନ ଙ୍କୁ ପଟ୍ଟା ଓ ଆବାସ ଯୋଜନା ରେ ସମସ୍ତଙ୍କୁ ଘର, ସବୁ ପରିବାର ଙ୍କୁ ରାସନ କାର୍ଡ, ଜାତୀୟ ସମ୍ପତି କୁ ଘରୋଇ କରଣ କରିବା ବନ୍ଦ କରିବା ତଥା ବିଜେପି ସରକାର ର ଏକଛତ୍ରବାଦୀ ଓ ଫାଶୀଵାଦୀ ନୀତି କୁ ବିରୋଧ କରି ଦେଶ ର ସମ୍ବିଧାନ ଓ ଗଣତନ୍ତ୍ର ର ସୁରକ୍ଷା ପ୍ରଭୁତି ବିଭିନ୍ନ ଦାବି ଉପରେ ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରି ପାର୍ଲୟାମେଣ୍ଟ ଅଭିଯାନ କୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗଣଶ ଚନ୍ଦ୍ର ଭୂୟାଁ ଙ୍କ ସଭାପତିତୂ ରେ ଶିଶିର ହୁଇ,ଦିଲ୍ଲୀପ କୁମାର ଗିରି, ଦୀପ୍ତିମାନ ଆଚାର୍ଯ୍ୟ, ଆରତୀ ଜେନା , ହରେକୃଷ୍ଣ ଜେନା, କାର୍ତ୍ତିକ ସିଂ, ଯୋଷେଫ ସିଂ, ବାସନ୍ତି ସିଂ, କୁନି ସିଂ,ଡିମିରା ସାମଲ, ଶ୍ୟାମ ସିଂ, ଜଗନ୍ନାଥ ପରିଡ଼ା, ପ୍ରମୁଖ ବତ୍ତବ୍ୟ ପ୍ରଦାନ କରି ପ୍ରତିବାଦର ସ୍ୱର କୁ ଆହୁରି ଶାଣିତ କରିବା ପାଇଁ ଆହ୍ୱାନ ଦେଇଥିଲେ।

Post a Comment