ବୌଦ୍ଧ,(ସୁଶାନ୍ତ କୁମାର ବେହେରା) ନବ ନିର୍ବାଚିତ ଓଡିଶା ରାଜ୍ୟ ହସ୍ତ ତନ୍ତୁବାୟ ସହଯୋଗ ସମିତି ଲିଃ(ବୟନିକା) ସଭାପତି ପ୍ରକାଶ ମେହେର ଙ୍କୁ ନିଜ ଗ୍ରାମ ମନମୁଣ୍ଡା ରେ ଆଜି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଶ୍ରୀ ମେହେର ଆଜି ଅପରାହ୍ନ ୫ ଟା ସମୟରେ ଭୁବନେଶ୍ୱର ରୁ ଏଠାରେ ପହଞ୍ଚିଥିଲେ।ମନମୁଣ୍ଡା ଡାକ ବଙ୍ଗଳା ଠାରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ , କଣ୍ଟାମାଲ ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ବୌଦ୍ଧ ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ ରଣା, ବରିଷ୍ଠ ବିଜେଡି ନେତା ଜାନି ସେନାପତି, ରୋହିତ ହୋତା, ଅଜିତ ମେହେର,ପ୍ରଶାନ୍ତ କୁମାର ପଲିଆ, ରାଜେନ୍ଦ୍ର ମେହେର, ପ୍ରମୁଖ ପ୍ରକାଶ ଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ସେଠାରୁ ଡିଜେ , ବ୍ୟାଣ୍ଡ, ଦୁଲଦୁଲି ବଜାଇ , ବାଣ ଫୁଟାଇ ଏକ ଖୋଲା ସୁସଜ୍ଜିତ ଗାଡ଼ିରେ ଶ୍ରୀ ମେହେର ଙ୍କୁ ଜାତୀୟ ରାଜପଥ ମନମୁଣ୍ଡା ସହରରେ ରେ ଶତାଧିକ ଲୋକଙ୍କ ଗହଣରେ ଏକ ବିରାଟ ଶିଭାଯାତ୍ରା କରିଥିଲେ।ସ୍ଥାନୀୟ ପଂଚାୟତ ଠାରେ ଶତାଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟା ଏବଂ ଭାଗବତ ମନ୍ଦିରରେ ମେହେର ସମାଜ ତରଫରୁ ପ୍ରକାଶ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା।ସେହିପରି ମନମୁଣ୍ଡା, କଣ୍ଟାମାଲ ଅଂଚଳର ଅନେକ ହସ୍ତ ତନ୍ତୁବାୟ ସମିତି ର ଶତାଧିକ ସଭ୍ୟ ଆସି ମଧ୍ୟ ଶ୍ରୀ ମେହେରଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ।

Post a Comment