ଜଳେଶ୍ଵର ୨୨/୩ (ଜଗନ୍ନାଥ ଗୋଛାୟତ) ଜଳେଶ୍ଵର ବ୍ଲକରେ ଅଧିକାଂଶ ବାଲି ସୈରାତ ନିଲାମ ହୋଇ ନଥିବାରୁ ,ବାଲିର ଅଭାବି ବିକ୍ରୀ ବଢ଼ିଛି । ଖରାଦିନ ହୋଇଥିବାରୁ ଲୋକେ ଗୃହ ନିର୍ମାଣ,ଓ ଆବସ ଯୋଜନାରେ ଘର ପାଇବା ଆଶାରେ, ବାଲି କ୍ରୟ କରି ପ୍ରସ୍ତୁତ ହେଉଛନ୍ତି ।ଏହି ମୈାକାରେ କେତେକ ବାଲି ଚୋରା ଚାଲାଣ କାରୀ ସକାଳେ ଓ ସନ୍ଧ୍ୟାରେ ,ଚଢା ଦରରେ ବାଲି ବିକ୍ରିକରି ମାଲେମାଲ ହେଉଛନ୍ତି । ସୂଚନାରୁ ପ୍ରକାଶ ଆଜି ସକାଳେ ଏକ ନମ୍ବର ବିହୀନ ବାଲି ଟ୍ରାକ୍ଟର ଏନ୍ ଏଚ୍ ୬୦ ଜାତୀୟ ରାଜପଥ -ନାଙ୍ଗୁଡସାହୀ , ଅଣ ଓସାରିଆ ଖାଲଢିପ ରାସ୍ତାରେ ତରବରିଆ ଭାବେ, ଆସୁଥିବା ବେଳେ, ଧାନ ବିଲକୁ ଓଲଟି ପଡିଥିଲା ।ଚାଳକ ଅଳ୍ପକେ ବର୍ତ୍ତି ଯାଇଥିଲେ ମଧ୍ୟ ,ରବିଧାନ ଚାଷ କରିଥିବା ଚାଷୀ କ୍ଷତି ଗ୍ରସ୍ତ ହୋଇଛି । ତେଣୁ ପ୍ରସାଶନ,ଶିଘ୍ର ବାଲି ସୈରାତ ନିଲାମ କରି ସରକାରୀ ଦାରରେ ବାଲି ଯୋଗାଇ ଦେବାକୁ, ସମ୍ଭାଵିତ, ଆବାସ ହିତାଧିକାରୀ ମାନେ ନିବେଦନ କରିଛନ୍ତି ।

Post a Comment