(ଭାଲେଣ୍ଟାଇନ ଡେ ଉପଲକ୍ଷେ ରକ୍ତ ଦାନ ଶିବିର ଆୟୋଜିତ )
ତୁରେକେଲା ୧୩/୨ (ଆଜତକ୍ ଓଡ଼ିଶା) ଓଡିଶା ସମ୍ବାଦ ଏବଂ (ହାମାରେ ପଡୋଶୀ ରୋଡ଼ ନ ୩) ଙ୍କ ମିଳିତ ସହଯୋଗରେ ଆସନ୍ତା ତା ୧୪-୦୨-୨୦୨୩ ରିଖ ଦିନ ଏକ ରକ୍ତଦାନ ଶିବିର ସ୍ଥାନୀୟ ହରିଭାବନ ଠାରେ ଆୟୋଜିତ ହେବ . ବୈଠକରେ ହମାରେ ପଡୋଶୀ ଗ୍ରୁପର ସଭାପତି ଆନନ୍ଦ ମୋଟେ ଓ ସମ୍ପାଦକ ସଚିନ ଜିନ୍ଦଲ ଙ୍କ ଅଧ୍ୟକ୍ଷତା ରେ ଏହି ବୈଠକ ଅନୁଷ୍ଠିତ ହୋଇ ଥିଲା. ଆସନ୍ତା ଭାଲେଣ୍ଟାଇନ ଡେ କୁ ଏକ ନିଆରା ଢଙ୍ଗରେ ପାଳନ କରି ରକ୍ତ ଦାନ ଶିବିର କରା ଯାଇଅଛି, କୈଳାଶ ନେରୋଲେକ୍ସ ,ଗୋବିନ୍ଦ ଖଣ୍ଡେଲବାଲ, ମନିସ ଜଗଦମ୍ବା, ସନ୍ଦୀପ ଅଗ୍ରୱାଲ, ମନୋଜ ଆଗ୍ରୱାଲ, ଗୋଲୁ ଦୀନେଶ ଭାଇ, ସୁଶୀଲ ଶର୍ମା, ଅରୁଣ ଶର୍ମା, , ରାମଅବତାର ଅଗ୍ରୱାଲ, ମୋନିକା ମୋଟେ, ପୂଜା ଜିନ୍ଦଲ, ରୁଚି ଖଣ୍ଡେଲ ୱାଲ, ନିଶା ଅଗ୍ରୱାଲ, ପୁନମ ଖଣ୍ଡେଲୱାଲ, ଜ୍ଞାନେଶ୍ବରୀ ଶର୍ମା, ଶ୍ଵେତା ଶର୍ମା, ଗୀତା ଅଗ୍ରୱାଲ, ଶ୍ଵେତା ଅଗ୍ରୱାଲ , ନିକିତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।
ଯୋଗାଯୋଗ ନମ୍ବର 8457872090( ତୁଳସୀ ରାମ ଜଗତ,ସମ୍ବାଦ ପ୍ରତିନିଧି ତୁରେକେଲା)
9777022700 ଆନନ୍ଦ ମୋଟେ
9437429651 ସଚିନ ଜିନ୍ଦଲ
9437154690 ଗୋବିନ୍ଦ ଖଣ୍ଡେଲୱାଲ
9437039503 ସୁଶୀଲ ଅର୍ଣ୍ଣପୂର୍ଣ୍ଣା
9861901476 ଅରୁଣ ଶର୍ମା
Post a Comment