କଳାହାଣ୍ଡି (ପ୍ରଦିପ ସେଠିଆ) ଦାଦନ ଖଟିବାକୁ ଯାଇ ପୁଣି ଜଣେ ଦାଦନ ଶ୍ରମିକ ର ମୃତ୍ୟୁ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ କୋକସରା ବ୍ଲକ ଆମପାଣି ଥାନା ସାନ ପୋଡ଼ାଗୁଡା ପଞ୍ଚାୟତ ର କଲୋନିପଡା ର କୃତିକ ମାଝୀ ଗତ ବର୍ଷ ଅକ୍ଟୋବର ମାସ ରେ ନିଜର ସ୍ତ୍ରୀ ଓ ଦୁଇ ପିଲା ଙ୍କ ସହ ଦାଦନ ସର୍ଦ୍ଦାର ର ପ୍ରଲୋଭନ ରେ ପଡି ବିଜୟୱାଡା ନିକଟରେ ଥିବା ମଲ୍ଲାବରମ ର ଏକ ଇଟାଭାଟି ରେ ଶ୍ରମିକ ଭାବେ କାମ ରେ ନିୟୋଜିତ ରହିଥିଲେ ,ତେବେ ଶନିବାର ଅପରାହ୍ନ ରେ ହଠାତ ତାର ସ୍ୱାସ୍ଥ୍ୟ ବିଗିଡିବାରୁ ବିଜୟୱାଡା ର ସ୍ଥାନୀୟ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁ ପରେ ସାଙ୍ଗରେ ଥିବା ମୃତକ ଙ୍କ ସାନ ଭାଇ ରାଜ ମାଝୀ ଏକ ଆମ୍ବୁଲାନ୍ସ ରେ ଭାଇ ର ଶବ କୁ ନେଇ ଆଜି ସକାଳେ ଗାଁ ଭିଟାମାଟି କୁ ପହଞ୍ଚି ଥିବା ବେଳେ ସାନ ଭାଇ ର ପରିବାର କୁ ଇଟାଭାଟି ମାଲିକ ବନ୍ଧକ ରଖିଥିବା ମଧ୍ୟ ସୂଚନା ମିଲିଛି।।ମୃତଦେହ ଗାଁରେ ପହଞ୍ଚିବା ପରେ ଅଞ୍ଚଲରେ ଶୋକାକୁଳ ପରିବେଶ ଦେଖାଦେଇଛି

Post a Comment