ସୁବର୍ଣ୍ଣପୁର (ଗଣପତିବାଘ) ସୁବର୍ଣ୍ଣପୁର ଜିଲ୍ଲା ଚନ୍ଦ୍ରଶେଖର ପାଠାଗାର ଆନୁକୂଲ୍ୟରେ ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଠାଗାର ର ସଭାପତି ରାମଶଙ୍କର ସାହୁଙ୍କ ଅଧ୍ୟକ୍ଷତା ରେ ହୋଇ ଥିବା ଏହି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ରେ ଜିଲ୍ଲା ଆରକ୍ଷୀଅଧିକ୍ଷକ ଅମରେଶ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲାରେ କିପରି ରକ୍ତର ଅଭାବ ଦୂର ହେବ ସେ ଦିଗ ରେ ରକ୍ତଦାନ ପାଇ ଯୁବପିଢ଼ି ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ା ସେହିପରି ଆଇନଜୀବି ସୁରେଶ ଷାଣ୍ଢ ସମ୍ମାନିତ ଅଥିତି ଭାବେ ଯୋଗଦେଇ ରକ୍ତଦାନ ଏକ ମହତ ଦାନ ଏଥି ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦେଇ ଥିଲେ । ତେବେ ଆଗାମୀ ଦିନରେ ପାଠଗାର ତରଫରୁ ଏହିଭଳି ପ୍ରୟାସ ଜାରି ରହିବ ବୋଲି ସଭାପତି ମତ ପ୍ରକାଶ କରିଥିଲେ । ଏହି ଶିବିରରେ ୱାର୍ଡ ସଭ୍ୟ ଶ୍ରୀକାନ୍ତ ସାହୁ ଙ୍କ ସହ ପାଠାଗାର ର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।

Post a Comment