ସୁବର୍ଣ୍ଣପୁର (ଗଣପତିବାଘ) ଭାବ ଠୁ ନିକଟ ଅଭାବ ଠୁ ଦୂର .... ଯେ କି ଭକ୍ତ ର ମନର କଥା ଜାଣି ପାରନ୍ତି , ସେ ହେଉଛନ୍ତି ଜଗତର ନାଥ ଜଗନ୍ନାଥ ଙ୍କ ଦର୍ଶନ ସକାଶେ ୮୦ ବର୍ଷ ବୟସ ରେ ରାମ ଜନ୍ମ ଭୂମି ଅଯୋଧ୍ୟା ରୁ ଶ୍ରୀ ଜଗଦୀଶ ମହାରାଜ ବାହାରିଛନ୍ତି । ସାଇକେଲ ଯୋଗେ ସେ ବାହାରି ଆଜି ସୁବର୍ଣ୍ଣପୁର ଜିଲ୍ଲା ରେ ପହଞ୍ଚିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର କିଛି ଲୋକଙ୍କୁ ସେ ଭେଟି ପୁରୀ ଜଗନ୍ନାଥ ଧାମ ର ରାସ୍ତା ପଚାରିଥିଲେ ଓ ସେହି ବ୍ୟକ୍ତି ମାନେ ତାଙ୍କୁ ଯଥାସମ୍ଭବ ଆତିଥ୍ୟ ପ୍ରଦାନ କରିଛନ୍ତି । ସ୍ତାନୀୟ କିଛି ସ୍ଵେଚ୍ଛାସେବୀ ସନ୍ୟାସୀ ଙ୍କୁ କମ୍ବଳ ଗାମୁଛା , ଖାଇବା ପାଇଁ ଫଳ ତାଙ୍କୁ ଅତିଥି ସତ୍କାର କରିଥିବା ଦେଖାଦେଖିବାକୁ ମିଳିଛି ।

Post a Comment