ବାଲେଶ୍ବର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ ଅନୁଷ୍ଠିତ ହୋଇଛି। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଆଜି ସକାଳ ୭:୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ ଉକ୍ତ କାର୍ଯ୍ୟ କ୍ରମ ରେ ସେଠାରେ ଉପସ୍ଥିତ ଥିଲେ ଡାକ୍ତର ତପନ ଗିରି ,ମହିଳା ସ୍ବାସ୍ଥ୍ୟ ପରି ଦର୍ଶିକା ବନ ଲତା ଦଳାଇ , ହସ୍ପିଟାଲ୍ ର ଅନ୍ୟ କର୍ମ ଚାରୀ ଓ ଆଶା କର୍ମୀ ମାନେ ଉପସ୍ଥିତ ଥିଲେ। ଏବଂ ସ୍ଥାନୀୟ ବଣିଆ ଡ଼ିହା ଗ୍ରାମ ପଞ୍ଚାୟତ ର ସଦସ୍ୟ କଟି ମାରାଣ୍ଡି , ବସନ୍ତ ମଲ୍ଲିକ , ବୁଲା ଦାସ , ଅରୁଣ ଦାସ , ଉତ୍ତମ ବାରିକ୍ ନିକଟରେ ଥିବା ଔଷଧ ବିକ୍ରୟ କେନ୍ଦ୍ର ର ଭାଇ ମାନେ ସେଠାରେ ଉପସ୍ଥିତ ଥିଲେ। ୮ ଟା ୩୦ ସମୟରେ ବୋ ଳଙ୍ଗ ଗ୍ରାମ ପଞ୍ଚାୟତ ର ମନସା ଛକ ଠାରେ ବୋ ଳ ଙ୍ଗ ଚକ ପାଇମେରୀ ସ୍କୁଲ୍ ଏବଂ ଡି ଗିରି ପାହି ପାଇମେରି ସ୍କୁଲ୍ ର ଛାତ୍ର ,ଛାତ୍ରୀ ଓ ସ୍ଥାନୀୟ ବ୍ୟେକ୍ତି ମାନଙ୍କୁ ନେଇ ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଜାତୀୟ ସଙ୍ଗୀତ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟ କ୍ରମ ରେ ଯୋଗ ଦେଇଥିଲେ ୨୨ ନଂ ଜୋନ ର ଜିଲ୍ଲା ପରିଷଦ ନିଶାକର ସେଠୀ , ସଭାପତିତ୍ବ କରିଥିଲେ ବିରେନ୍ କୁମାର ମଣ୍ଡଳ ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଦସ୍ୟ କମଳ ଲୋଚନ ମଲ୍ଲିକ , ରାଜ କିଶୋର ଗୋଚ୍ଛାୟତ , ଶାନ୍ତନୁ ବେରା, ରଞ୍ଜନ ଗୋଛୟତ , ରଞ୍ଜନ ପାତ୍ର, SHG ଗୃପର ବହୁ ଭଉଣୀ ମାନଙ୍କ ସହିତ ଅନ୍ୟ ମହିଳା ମାନେ ଜୟନ୍ତୀ ଖମାରୀ , ମିନି ସେଠୀ ,ବାସନ୍ତୀ ଦାସ , ରଶ୍ମିତା ମୈ କାପ୍ ଆଦି ବହୁ ବ୍ୟେକ୍ତି ଯୋଗ ଦେଇଥିଲେ । ଶେଷ ରେ କାର୍ଯ୍ୟ କ୍ରମ ସମାପନ ହୋଇଥିଲା ।

Post a Comment