ବଙ୍ଗୋମୁଣ୍ଡା /ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଞ୍ଚାୟତ ବଡ଼ପରା ଗାଁର ଅମରେନ୍ଦ୍ର ନନ୍ଦ (ମୁନା )ଛାତ୍ର ସମୟରୁ ସମାଜସେବା କାର୍ଯ୍ୟକୁ ପାଳନ ଏକ ନାଆରା ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ଅନେକ ଲୋକ ବ୍ୟସ୍ତ ବହୁଳ ଜୀବନରେ କିଏ କାହାପାଇଁ ସହଯୋଗ କରିବା ଦୂରକଥା ଟିକିଏ କାହା କଥା ମଧ୍ୟ ବୁଝନ୍ତି ନାହିଁ ହେଲେ ଯୁବ ସମାଜସେବୀ ଅମରେନ୍ଦ୍ର ନନ୍ଦ (ମୁନା )ବିଭିନ୍ନ ଗାଁ କୁ ଯାଇ ଯାଇ ଘର ବୁଲି ଲୋକଙ୍କ ସମସ୍ୟା ବୁଝନ୍ତି ଯଥା -ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଚାଉଳ କାର୍ଡ,ପ୍ରଧାନମନ୍ତ୍ରୀ ଆବାସ,ମନରେଗା ପାଉଣା,ଭିନ୍ନକ୍ଷମମାନଙ୍କ ସହଯୋଗ ଓ ରାସ୍ତାଘାଟ ନିର୍ମାଣ ସ୍ୱାସ୍ଥ୍ୟ ଓ ସରକାରଙ୍କ ଦ୍ଵାରା ପରିଚାଳିତ ହେଉଥିବା ଯୋଜନା କେମିତି ଲୋକମାନେ ସାମିଲ ହୋଇପାରିବେ ସେ ନେଇ ଲୋକମାନଙ୍କ ସହ ଆଲୋଚନା କରି ସ୍ଥାନୀୟ ପ୍ରଶାସନ କୁ ଜଣାଇ ସେମାନଙ୍କୁ କେମିତି ସହାୟତା ମିଳିପାରିବ ସମାଧାନ କରନ୍ତି । ଶ୍ରୀ ଅମରେନ୍ଦ୍ର (ମୁନା )ନିଜର ପକେଟ ଖର୍ଚ୍ଚରୁ ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତି । କରୋନା ସମୟରେ ଅନେକ ଲୋକଙ୍କୁ ସାହାଯ୍ୟ ସହଯୋଗ କରି ଲୋକଲୋଚନ କୁ ଆସିଥିଲେ ତାଙ୍କର ଏଭଳି ନିଆରା ପ୍ରୟାସ ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି ଶ୍ରୀ ଅମରେନ୍ଦ୍ର ନନ୍ଦ ।

Post a Comment