ସରକାରୀ ଜାଗାରୁ ସ୍ୱ ଇଛାରେ ଘର ଭାଙ୍ଗିଲେ ଜନତା


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ଠାରେ ଆଜି ସ୍ଥାନୀୟ ଜନତା ସ୍ୱ ଇଛାରେ ଘର, ଦୋକାନ ଆଦି ଭାଙ୍ଗୁଥିବାର ଦେଖିବାକୁ ମିଳିଛି!ଘଟଣା ଅନୁଯାଇ ଆଡ଼େଣିଗଡ଼ ବଜାର NH ୫୭ର ଉଭୟ ପାର୍ଶ୍ୱ ରେ ଥିବା ସରକାରୀ ଜାଗାରେ ସ୍ଥାନୀୟ ଜନତା ଘର, ଦୋକାନ ଆଦି କରିଥିଲେ!ସରକାର ଙ୍କ ଜାଗା ଉଛେଦ ନିର୍ଦେଶକ୍ରମେ ଆଜି ସ୍ୱ ଇଛାରେ ଜନତା ମାନେ ନିଜ ଘର, ଦୋକାନ ଇତ୍ୟାଦି ଭାଙ୍ଗିଥିବାର ଦେଖାଯାଉଛି।

Post a Comment

Previous Post Next Post