ବାଲେଶ୍ବର (ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅଧିନସ୍ଥ ଶ୍ରୀରାମପୁର ଗ୍ରାମର କାଳିଚରଣ ସରକାରୀ ହାଇସ୍କୁଲ ମିନି ଷ୍ଟାଡିୟମ୍ ଠାରେ କାଳିମାତା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ବାଇପାଟଣା ଦଳକୁ ହରାଇ ମାନସ ଇଲେଭେନ ଷ୍ଟାର ଜାମକୁଣ୍ତା ଦଳ ଚମ୍ପିଆନ ଆଖ୍ୟା ଅର୍ଜନ କରିଥିଲା ।କାଳିମାତା ଆସୋସିଏସନର ବରିଷ୍ଠ ସଦସ୍ୟ ସୁକାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାଳିଚରଣ ସରକାରୀ ହାଇସ୍କୁଲର ପ୍ରଧାନଶିକ୍ଷକ ରମାନାଥ ପାତ୍ର,ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଯୁଗଳ କିଶୋର ପାତ୍ର,ପରମାନନ୍ଦ ଜେନା,ଶ୍ରୀରାମପୁର ସେକ୍ଟରର ସ୍ବାସ୍ଥ୍ୟ ପରିଦର୍ଶକ ଅଜୟ କୁମାର ପାତ୍ର,ପରମାନନ୍ଦ ବେହେରା, କାଳିମାତା ଆସୋସିଏସନର ମୁଖ୍ୟ ଜୟନାରାୟଣ ଜେନା ପ୍ରମୁଖ ଯୋଗଦେଇ ବିଜୟୀ ଏବଂ ରନର୍ସଅପ ଦଳକୁ ଟ୍ରଫି ଓ ନଗଦଅର୍ଥ ପ୍ରଦାନ କରିଥିଲେ । ଖେଳକୁ ଖେଳଶିକ୍ଷକ ଦେବାଶିଷ ବେହେରା,ପ୍ରଶାନ୍ତ କୁମାର ଦେ ପରିଚାଳନା କରିଥିଲେ । ଷ୍ଟାର୍ଲିଙ୍ଗ ପାୱାର ସଲ୍ୟୁସନ୍ ସଂଯୋଜନାରେ ଜଗଦୀପ ଆଇଚ,କାଳିମାତା କ୍ରିକେଟ ଆସୋସିଏସନର ଖେଳ ଶିକ୍ଷକ ଆନନ୍ଦ ବେହେରା,ଅତୁଲ ରାୟ,ବିଜନ କୁମାର ପାତ୍ର,ସୌରଭ କୁମାର ପାତ୍ର,ହରିସେବକ ପାତ୍ର,ସ୍ବାଗତ କୁମାର ସାହୁ, ଶୁଭମ କୁମାର ସାହୁ,ଦିଗନ୍ତ କୁମାର ସାହୁ,ମାନସ ରାୟ,ଜ୍ୟୋତି ପ୍ରକାଶ ପାତ୍ର,ବିଶ୍ବଜିତ୍ ବାରିକ୍ ,ପ୍ରିୟବ୍ରତ ଦାସ,ଭର୍ତ୍ତୁହରି ସାହୁ,ସତ୍ୟବ୍ରତ ରାୟ,ତପନ ସାହୁ,ନାରାୟଣ ଭୂୟାଁ,ରମିତ ନାୟକ,ପ୍ରହ୍ଲାଦ ବାରିକ,ଦିବ୍ୟସୁନ୍ଦର ପାତ୍ର,ମିଲନ ପାତ୍ର,ରଜତ ଜେନା, ଆହ୍ଲାଦ ବାରିକ ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନାରେ ସହଯୋଗ କରିଥିଲେ ।

Post a Comment