ନୂତନ ବର୍ଷରେ ନୂଆ ଜୀବନ ପାଇଲେ ପୂର୍ବତନ ସମିତି ସଭ୍ୟ


ହରଭଙ୍ଗା : (ସୁଶାନ୍ତ କୁମାର ବେହେରା). ୫୭ନଂ ଜାତୀୟ ରାଜପଥ ମାଧପୁର ନିକଟ ରେ ସଡ଼କ ଦୁର୍ଘଟଣା ରୁ ଅଳ୍ପକେ ବର୍ତିଲେ ପୂବତନ ସମିତି ସଭ୍ୟ!ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ଆଡ଼େଣିଗଡ଼ ପଂଚାୟତ ମାଧପୁର ଗ୍ରାମର କାବୁ ଭାଇ ଗତକାଲି ନୂଆ ବର୍ଷ ଅଭିନନ୍ଦନ ଜଣାଇ ନିଜ ଘରକୁ OD- 33AG 1188 ନଂ ଥିବା ଏକ କାର ରେ ସନ୍ଧ୍ୟା ୯ଟା ସମୟରେ ରେ ଫେରୁଥିଲେ। ଘର ଠାରୁ ଏକ କିଲୋମିଟର ଦୂରରେ ତାଙ୍କ ଗାଡିକୁ ଏକ ଅଜଣା ଟ୍ରକ ପଛରୁ ଧକ୍କା ଦେଇ ଫେରାର ହୋଇଯାଇଥିଲା!ଫଳରେ ଗାଡିଟି ଭାରସାମ୍ୟ ହରାଇ ଆଗେରେ ଥିବା ଏକ ଟ୍ରକ ରେ ଧକ୍କା ଦେଇଥିଲା। ଏହି ଧକ୍କା ରେ ଗାଡିଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କାବୁ ବାବୁ ନିରାପଦ ଥିବା ସୂଚନା ମିଳିଛି।



Post a Comment

Previous Post Next Post