ସୋନପୁର (ଆଜତକ୍ ଓଡ଼ିଶା) : ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ମହାନଦୀ ଯୁବ ସଙ୍ଗଠନ ତରଫରୁ ସୋନପୁର ଇ-ମୋଡେଲ ପବ୍ଲିକ ସ୍କୁଲ ପରିସରରେ ପରିବେଶ ସୁରକ୍ଷା ଅଭିଯାନ ଉପରେ ପର୍ଯ୍ୟବେସିତ ଏକ କାର୍ଯ୍ୟକ୍ରମ ରେ ସଂଗଠନ ର ପ୍ରତିଷ୍ଠାତା ଶ୍ରୀ କ୍ଷିର ସାଗର ବିଭାର ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆଇନଜିବୀ ଅଦୈତ କୁମାର ପଣ୍ଡା ଓ ସମ୍ମାନିତ ଅତିଥିଭାବେ ଶ୍ରୀ ହୃଷିକେଶ ଦେହେରୀ ଉପସ୍ଥିତ ସଭାରେ ପରିବେଶ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ପଲିଥିନ ମୁକ୍ତ କାର୍ଯ୍ୟ ପାଇଁ ବୀର ସଂଗ୍ରାମ କେଶରୀ ନାଇକ,ଅଂଶ ପାଢ଼ୀ,ରୁବୁଲ ଶଙ୍ଖୁଆ, ଆରାଧ୍ୟା ନାଇକ, ବିଦୁସ୍ମିତା ପଧାନ ଆଦି ପାଞ୍ଚ ଜଣ ଶିକ୍ଷର୍ଥୀ ଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ସଭାରେ କରୁଣାକର ଖୁରା,ପ୍ରିୟଙ୍କା ବିଭାର, ପ୍ରତାପ କୁମ୍ଭାର, ସଂଗୀତା ରଣା, ସଂଜିତ ଭୋଇ, ରୋହିତ ସାହୁ,ଶିବୁ ଥପା ସହ ଅନେକ ସ୍ଵେଛାସେବୀ ଉପସ୍ଥିତ ଥିଲେ ।

Post a Comment