ବାଲେଶ୍ଵର,(ପ୍ରଭାକର ମଲ୍ଲିକ) ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଦେଉଳା ପଞ୍ଚାୟତ ଅଧିନସ୍ଥ କୁଶଡିହା ଗ୍ରାମର ଯୁବ ସମାଜସେବୀ ବଳରାମ ଦେ ଆଗାମୀ ତାଙ୍କ ଜନ୍ମ ଦିବସକୁ ପାଳନ ନକରି ଅସହାୟଙ୍କୁ ସହାୟତା ପ୍ରଦାନ କରିଛନ୍ତି ।ଶୀତରୁ ରକ୍ଷା ପାଇବା ପାଇଁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ଓ ପରିବେଶକୁ ସୁରକ୍ଷା ପାଇଁ ଆକାଶୀ ଚାରା ବଣ୍ଟନ କରିଛନ୍ତି । ଦେଉଳା ପଞ୍ଚାୟତର କୁଶଡିହା,ନାଚିଣ୍ତିଆ, ଦେଉଳା,ଜାଠିଆ ପ୍ରଭୁତି ଗ୍ରାମର ଅସହାୟ ଓ ଗରିବ ଶ୍ରେଣୀର ବୃଦ୍ଧବୃଦ୍ଧାଙ୍କୁ ସେ କମ୍ବଳ ଓ ଚାରା ବଣ୍ଟନ କରିଥିଲେ । ଏଥିରେ କୁଶଡିହା ଗ୍ରାମର ସୁଶାନ୍ତ ଜେନା,ଜୟନ୍ତ ଜେନା,ପ୍ରଭାତ ନାୟକ ପ୍ରମୁଖ ସହଯୋଗ କରିଥିଲେ ।ଯୁବ ସମାଜସେବୀ ବଳରାମ ଦେଙ୍କ ଏପରି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Post a Comment