ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର


କଣ୍ଟାବାଞ୍ଜି,(ଆଜତକ୍ ଓଡ଼ିଶା): ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଅମ୍ବେଦକର ଯୁବକ ସଂଘ ବେହେରେନସିଲେଟ ପକ୍ଷରୁ ସଂଘ ସଭାପତି ରୋହନ କୁମାର ମହତଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ ଭଣ୍ଡାର ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଶିବିର ଉଦଘାଟଣ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ. ସମ୍ମାନୀୟ ଅତିଥି ଭାବେ ବିଜେଡି ନେତା ଫିରୋଜ ଖାଁ, ଚାଉଳଶୁଖା ସମିତି ସଭ୍ଯ ତଥା ଭାରତୀୟ ସେନା ଏକ୍ସ କମାଣ୍ଡୋ ଗିରିରାଜ ସିଂ ମାଝୀ, ବ୍ଲଡ଼ ବ୍ୟାଙ୍କ ପରିଚାଳନା କମିଟି ବରିଷ୍ଠ ସଦସ୍ୟ ଆଶିଷ ଖୈତାନ, ସମାସେବୀ ହାର୍ଦ୍ଦିକ ସୌମିୟା ଯୋଗ ଦେଇଥିଲେ। ଖବର ଲେଖିବା ପ୍ରର୍ଯନ୍ତ ୪୦ ୟୁଟିନ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ଶିବିର ରେ ତୁଲସୀରାମ ଜଗତ, ବଳଦେବ ମେହେର, ଶେଖ ଅମିର, ପ୍ରଶାନ୍ତ ଦାସ, ଚନ୍ଦୁ ଖୁରା, ଗଣେଷ ସୁନା, ଅମିତ କୁମାର ରାଉତ, ଯଶୋବନ୍ତ ଧରୁଆ, କୁନାଳ ବାଗ, ଆକାଶ ବକେଇକାର, ବୈକୁଣ୍ଠ କୁଅଁର, ଜିତେନ୍ଦ୍ର ଚନ୍ଦନ, ଗଣେଷ ନାଗ, ପ୍ରଦିନ ନିଆଳ, ନଦିରାଜ ମୌଳିକ, ସୁମନ୍ତ ଦାସ, ଦୁଖନାସନ ମୌଳିକ, ଶସିକାନ୍ତ ଚନ୍ଦନ, ରାଜୁ ଛତ୍ରିଆ, ପ୍ରାଥ ସାରଥି ଦାସ, ରାଜକିଶୋର ଭୋଇ, ଗଣେଷ ମିର୍ଧା, ପ୍ରମେଶ୍ୱର ମାଝୀ, ରାଜ କୁମାର ଭାରତୀ ,ପୂର୍ଣ୍ଣଚନ୍ଦ୍ର ପନିକା, ଇଶ୍ବର ମାହାନନ୍ଦ, ବିରଞ୍ଚି ମାହାନନ୍ଦ, ରୋହିତ ନାଗ, ଶୁଭମ ଯୋଶୀ, କାନ୍ହା ଦୀପ, ବିକାଶ ଅଗ୍ରୱାଲ, ରାକେଶ ମାହାନନ୍ଦ,ଭମର ଦୀପ ପ୍ରମୁଖ ରକ୍ତଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ଯ ରେ ସଂଘ ପରାମର୍ଶ ଦାତା ସୁରଦାସ ବାଗ, ଯୁବକ କିଶୋର ଶବର, ତୁଳସୀରାମ ଜଗତ, ସମ୍ପାଦକ ମହୋନ ସୁନା, ସହ ସମ୍ପାଦକ ରାଜେଶ ମହାନନ୍ଦ, ସମାଜସେବୀ ୟୁଗେସ ପନିକା ସୁମନ ମହତ, ଦୁର୍ଗେ ତାଣ୍ଡି , ମିଳନ ସୁନା, ହୃର୍ଦା ସୁନା, କରନ କୁମାର ଭୋଇ, ପ୍ରମୁଖ ସହ ଯୋଗ କରିଥିଲେ। ରକ୍ତ ଭଣ୍ଡାର ପକ୍ଷରୁ ଶିବ ସାହୁ, ପ୍ରଶାନ୍ତ ସାହୁ, ବିଶ୍ବଜିତ ଦେବତା, ଗଜପତି ବେହେରା, ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ।

Post a Comment

Previous Post Next Post