ବେଳପଡ଼ା (ଆଜତକ୍ ଓଡ଼ିଶା ନ୍ୟୁଜ) ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ, କଟକ ଆନୁକୁଲ୍ୟରେ ଅନୁଷ୍ଠିତ ୪୬ ତମ ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହରେ ଯୋଗଦେଇ ବଲାଙ୍ଗିର ଜିଲ୍ଲା ମଣ୍ଡକ ଗ୍ରାମ ର ଯୁବକବି ଶ୍ରୀମାନ ଆଶୁତୋଷ ଠାକୁର ରାଜ୍ଯସ୍ତରୀୟ ଅଗ୍ନିସ୍ଫୁଲିଙ୍ଗ “ସମ୍ମାନ୨୦୨୩ ରେ ସମ୍ମାନୀତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । କବି ଆଶୁତୋଷ ଠାକୁର ତାଙ୍କର ଏହି ସଫଳତାର ଶ୍ରେୟ ଅଗଣିତ ପାଠକ ଓ ଶୁଭେଛୁ ମାନଙ୍କୁ ପ୍ରଦାନ କରିଛନ୍ତି।ଏ ଅବସରରେ ଅଞ୍ଚଳରେ ଖୁସିର ଲହରି ଖେଲି ଯାଇଛି । ତାଙ୍କର କବିତା ସଙ୍କଳନ ” ଦେଖ୍ ଦୁନିଆଁର୍ ଚଲନ୍ ” ଏହି ମାସରେ ଉନ୍ମୋଚନ ହେବ । ତାଙ୍କର ୟୁଟିବ୍ୟୁ ଚେନାଲ ମହଁନି ଲହ କୁ ବି ଦର୍ଶକ ବହୁତ ଆଗ୍ରହ କରୁଛନ୍ତି ।

Post a Comment