ଅଘୋଷିତ ବିଜୁଳି କାଟ ଉପଭୋକ୍ତା ହନ୍ତସନ୍ତ


କଣ୍ଟାବାଞ୍ଜି/ବଙ୍ଗୋମୁଣ୍ଡା : (ଆଜତକ୍ ଓଡ଼ିଶା) ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ସବଷ୍ଟେସନ ଚାନ୍ଦୋତରା ଫିଡ଼ରେ କିଛିଦିନ ହେବ ରାତ୍ରସମୟରେ କୌଣସି କାରଣରୁ ବିଦ୍ୟୁତ ରହୁନଥିବାରୁ ଉପଭୋକ୍ତା ନାହିଁ ନ ଅସୁବିଧା ସମ୍ମୁଖୀନ ଥିବା ଅଭିଯୋଗ । ପୁଣି ବିଦ୍ୟୁତ କାଟ ସମୟରେ ଡିୟୁଟିରେ ଥିବା କର୍ମଚାରୀ ଙ୍କୁ ଯୋଗାଯୋଗ ସମ୍ଭବ ହେଇପାରୁନି । ବିଦ୍ୟୁତ ଦେୟ ନେବାବେଳେ ଜୋରଜବରଦସ୍ତ ଆଦାୟ କରୁଥିବା ବେଳେ ସେବା ଦେବାରେ ପାତରଅନ୍ତର ହେଉଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି । ବିଭାଗୀୟ କର୍ମକର୍ତ୍ତା ସୁଦୃଷ୍ଟି ଦେଇ ଚାନ୍ଦୋତରା ଫିଡ଼ରରେ ଚୋବିଶଘଣ୍ଟା ସେବା ଦେବାର କର୍ମଚାରୀ ନିଯୁକ୍ତ କରି ବିଦ୍ୟୁତ ସେବା ଯୋଗାଇ ଦେବାକୁ ଜନସାଧାରଣରେ ଦାବୀ ହେଉଛି ନଚେତ ଷୋହଳ ନମ୍ବର ରାଜପଥ ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Post a Comment

Previous Post Next Post