ହରଭଙ୍ଗା : (ସୁଶାନ୍ତ କୁମାର ବେହେରା) ହରଭଙ୍ଗା ବ୍ଲକ ତିଲେଶ୍ୱର ଫକୀର ଚରଣ ଖେଳ ପଡିଆରେ ତିଲେଶ୍ୱର ଫ୍ରେଣ୍ଡସ ଆସୋସେସନ ଆନୁକୂଲ୍ୟରେ ଆୟୋଜିତ ୨୦୨୨ ତିଲେଶ୍ୱର କପ ର ଆଜି ଷଷ୍ଠ ଦିନରେ ବି ଏସ ଏସ ଫୁଟବଲ କ୍ଳବ ଭଦ୍ରକ ସହିତ ସାଇ ସ୍ପୋଟିଙ୍ଗ ବଲାଙ୍ଗୀର ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ଖେଳ ହୋଇଥିଲା ଏବଂ ୨/୧ ଗୋଲରେ ଭଦ୍ରକ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଛି । ଏହି ଷଷ୍ଠ ଦିନ ଖେଳରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ , ସମ୍ମାନିତ ଅତିଥିଭାବେ ରାଣୀ ସତୀ ପେଡି ପୁରୁଣା କଟକ -ଅଶୋକ କୁମାର ଅଗ୍ରୱାଲ,ଏବଂକନ୍ଧମାଳ ସାଂସଦ ରିପ୍ରେଜେଣ୍ଟିଭ ବିଶ୍ୱଜିତ ପ୍ରଧାନ ଉପସ୍ଥିତ ରହିଥିଲେ। ପରିଚାଳନା କମିଟିର ସଭାପତି ସ୍ଥାନୀୟ ସରପଞ୍ଚ ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ ଏବଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିବା ବେଳେ ଆସନ୍ତାକାଲି ତିଲେଶ୍ୱର କପ ଫାଇନାଲ ଖେଳରେ ଜାଗା ୟୁନାଇଟେଡ଼ ଫୁଟବଲ କ୍ଳବ ଭୁବନେଶ୍ୱର ଭେଟିବ ବି ଏସ ଏସ ଫୁଟବଲ କ୍ଳବ ଭଦ୍ରକ କୁ।

Post a Comment