ନୂଆପଡ଼ା,(ରିଖିରାମ ଦଳ) ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଓମ ସାଇ ପବ୍ଲିକ ସ୍କୁଲରେ ନବମ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଦ୍ୟାଳୟର ୩୦୦ ଛାତ୍ରଛାତ୍ରୀ ବିଭିନ୍ନ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଅତିଥି ଭାବରେ ସ୍କୁଲ ଷ୍ଟ୍ରଷ୍ଟ ସଭାପତି ପୁଷ୍ପାଞ୍ଜଳି ମେହେର ଓ ଓମ ସାଇ ନିର୍ଦେଶକ ଅନୀଲ ମେହେର, ଅଧ୍ୟକ୍ଷ କ୍ଷୀରୋଦ ବିଶି, ଉପାଧ୍ୟକ୍ଷ। ରୀତା ଟେଣ୍ଡକାରୀ, ଶିକ୍ଷକ ବିଘ୍ନରାଜ ମହାନ୍ତି, ଶ୍ରୀକାନ୍ତ ରଣା, ସସ୍ମିତା ଦଣ୍ଡସେନା, ପଦ୍ମିନୀ ବେହେରା, ରଜନୀ ତିୱାରୀ, ହୀରଣ୍ୟ ମୟୀ ଚଳାନ, ଯଜ୍ଞସେନି ବୈଠାରୁ, ଏଜେଲ ଖୋଖୋ, ଗୁଞ୍ଜଳତା ଭୋଇ, ଯଶୋଦା କାଣ୍ଡ, ଜେନିଫର ରୋଜାରୀଓ ସମେତ ସମସ୍ତ କର୍ମଚାରୀ ଯୋଗଦେଇ ସହଯୋଗ କରିଥିଲେ ।

Post a Comment