ମୁକ୍ତିମାର୍ଗ ଚର୍ଚ୍ଚରୁ କ୍ୟାଣ୍ଡେଲ ମ୍ୟାଚ ଶୋଭାଯାତ୍ରା


ଖରିଆର :(ଆଜତକ୍ ଓଡ଼ିଶା) ନୂଆପଡା ଜିଲ୍ଲା ଖରିଆର ମୁକ୍ତିମାର୍ଗ ଚର୍ଚ୍ଚ ପକ୍ଷରୁ ଶୁକ୍ରବାର ଦିନ ସନ୍ଧ୍ୟାରେ ଖ୍ରୀଷ୍ଟଜୟନ୍ତୀ ଶୋଭାଯାତ୍ରା କରିଥିଲେ । ରାଜାଏଟି ହାଇସ୍କୁଲ ପଡିଆରେ ଉପସ୍ଥିତ ହୋଇ ସହର ପରିକ୍ରମା କରିଥିଲେ । ଖ୍ରୀଷ୍ଟମାସ ଅବସରରେ ପାଳନ କରାଯାଇଥାଏ ଓ ଏହି ଅବସରରେ ମିଠା ବାଣ୍ଟି ସମସ୍ତଙ୍କୁ ଖୁସିର ବାର୍ତ୍ତା ଦେଇଥାନ୍ତି । ଏହି ଶୋଭାଯାତ୍ରା ରେ ଖ୍ରୀଷ୍ଟିୟ ଧର୍ମା ବଳମ୍ବି ପୁରୁଷ, ମହିଳା, ଯୁବ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।

Post a Comment

Previous Post Next Post