ବଲାଙ୍ଗିର ( ଆଜତକ୍ ଓଡ଼ିଆ ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଆଦିବାସୀ ଭବନ ଠାରେ ଦଳିତ ବର୍ଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭବେ ଯୋଗ ଦେଇଥିଲେ ସମାଜସେବୀ ବିଜୟ ମହାନନ୍ଦ । ଅନେକ ଲୋକ ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଦିଗକୁ ନେଇ ଆଗକୁ ବଢ଼ି ଚାଲିଛନ୍ତି । କିନ୍ତୁ ବିଭିନ୍ନ ପଥକୁ ନ ଯାଇ ଏକଜୁଟ ହୋଇ ସଂଘଠିତ ଭାବରେ କାର୍ଯ୍ୟ କରିବା ପାଇଁ ମୂଖ୍ଯ ଅତିଥି କହିଥିଲେ । ଯେପରି ଗୋଟିଏ କାଠକୁ ସହଜରେ ଭାଙ୍ଗି ହୁଏ କିନ୍ତୁ ୧୦ଟି କାଠ ଏକଜୁଟ ହେଲେ ତାକୁ ଭାଙ୍ଗିବା କଷ୍ଟକର । ଦଳିତ ବର୍ଗଙ୍କୁ ଏଭଳି ଆହ୍ୱାନ ଦେଇଥିଲେ ଶ୍ରୀ ମହାନନ୍ଦ । ଏହି କାର୍ଯ୍ଯକ୍ରମ ରେ ମନୋଜ କୁମାର କଲେତ, ଲକ୍ଷ୍ମନ ସୁନା, ଶିବପ୍ରସାଦ ନାଗ, ରମାକାନ୍ତ ନାଗ, ହେମନ୍ତ ଗଡ଼ତିଆ, କାହ୍ନ। ସୁନା, ସରମ ମେହେର, ବାଳକିଶୋର ଛତର, ପ୍ରହଲ୍ଲାଦ ମହାନନ୍ଦ ପ୍ରମୂଖ ଉପସ୍ଥିତ ଥିଲେ ।

Post a Comment