ସୋନପୁର (ସର୍ଜନ କୁମାର ପାଣ୍ଡେ) ବିନିକା ବ୍ଳକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ କାଲାଟିକ୍ରା ଗାଁରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡି,ଓଡିଶା ମୋ ପରିବାର ଓ କାଲାଟିକ୍ରା ଗାଁର ଯୁବଗୋଷ୍ଠୀ ଙ୍କ ମିଳିତ ସହଯୋଗ ରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ୩ ଜଣ ମହିଳାଙ୍କ ସମେତ ସର୍ବମୋଟ ୮୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ଅଶୋକ କୁମାର ନନ୍ଦ ଙ୍କ ନେତୃତ୍ୱରେ ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ ରଥ, ଡୁଙ୍ଗୁରୀପାଲି ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମକରଧ୍ୱଜ ସାହୁ, ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃତିବାସ ମିଶ୍ର,ବିନିକା ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ, ବିଜେଡି ନେତା ଅଚ୍ୟୁତ କଣ୍ଟା, ପ୍ରତାପ ଚାନ୍ଦ, ଚକ୍ରଧର ମିଶ୍ର, ମହେଶ୍ୱର ମହାକୁର,ବିଜୟ କୁମାର ପଧାନ,ସଦାନନ୍ଦ ଥନାପତି ଓ ସମିତିସଭ୍ୟ ସତ୍ୟନାରାୟଣ ସୁନା,ସୁଧାଂଶୁ ଶେଖର ବଡପଣ୍ଡା, ଲୋକନାଥ ପଧାନ ପ୍ରମୁଖ ଉପସ୍ଥିତ ଥିଲେ।ଭୀମଭୋଇ ମେଡିକାଲ କଲେଜ ରକ୍ତ ଭଣ୍ଡାର ଡାକ୍ତର ଦେବୀପ୍ରସାଦ ମହାପାତ୍ର, ଏମ ଓ ନରେଶ ଚନ୍ଦ୍ର ମିଶ୍ର, ଏଲ୍ ଟି ଶେଖ ଅବଦୁଲ ଅସରଫ୍, କାଉନସିଲର କେଶବ ଷାଣ୍ଢ, ଆଟେଣ୍ଡାଣ୍ଟ ସୁଶୀଲ ସୁନା ଓ ଏଲ୍ ଟି ଜୟଶ୍ରୀ ବେହେରା ପ୍ରମୁଖ ରକ୍ତ ସଂଗ୍ରହ କରିଥିବା ବେଳେ କାଲାଟିକ୍ରା ଗାଁର ସୁମନ, ଦୟାନିଧି ,ନାରାୟଣ, ଫିରୋଜ, ସରୋଜ, ପପୁ, ବାବୁଲୁ,ଆକାଶ, ଗୋବିନ୍ଦ, ବନମାଳୀ, ରମେଶ, କୃଷ୍ଣଚନ୍ଦ୍ର, ମନୋଜ, ଧିରେନ୍, ମନ,ମିଣ୍ଟୁ, ବିକାଶ, ବିଦ୍ୟା, ରଞ୍ଜନ, ଉଦ୍ଧବ ପଧାନ ଙ୍କ ସମେତ ସମସ୍ତ ଯୁବଗୋଷ୍ଠୀ ଶିବିର ପରିଚାଳନା କରିଥିଲେ।
ଯୁବ ବିଜେଡି ଓ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଆଜତକ ଓଡ଼ିଶା
0
Post a Comment