ପୋଲିସ ମହାନିର୍ଦ୍ଦେଶକ ଙ୍କ ଦିନିକିଆ ନୂଆପଡା ଗସ୍ତ


ନୂଆପଡ଼ା (ପରମେଶ୍ବର ମେହେର) ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଦିନିକିଆ ନୂଆପଡା ଜିଲ୍ଲା ଗସ୍ତ ରେ ପ୍ରଥମେ ନୁଆପଡା ପୋଲିସ କର୍ଯ୍ୟାଳୟ ଠାରେ ନବ ନର୍ମିତ ପୋଲିସ ଇଣ୍ଟିଲିଜେନ୍ସ ଅଫ ଅପରେସନ ବିଲିଡିଂ ଗୃହ କୁ ଉଦଘାଟନ କରିଥିଲେ,ନୂଆପଡା ବେରେକ କାର୍ଯ୍ୟାଳୟ ଠାରେ ମାଓବାଦୀ କାର୍ଯ୍ୟକଲାପ ଉପରେ ଏକ ସମିକ୍ଷା ବୈଠକ କରି ପରିସ୍ଥିତି ଉପରେ ପୋଲିସ କର୍ମଚାରୀ କୁଂ ପଚାରି ବୁଝିଥିଲେ,ଏହି ସମିକ୍ଷା ବୈଠକ ରେ ଡାଇରେକ୍ଟର ଅଫ ଇଣ୍ଟିଲିଜେନ୍ସ ସଂଜିବ ପଣ୍ଡା,ଏଡିଜି ଆର,କେ ଶର୍ମା,ଆଇଜି ଅଫ ପୋଲିସ ଅପରେସନ ଅମିତାଭ ଠାକୁର ଡିଆଜି ରାଜେଶ ପଣ୍ଡିତ ପ୍ରମୁଖ ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ,ଗଣ ମାଦ୍ୟମ ପ୍ରତିନିଦି ମାନକୁଂ ସକ୍ଷାତକାର ରେ ପୋଲିସ ଡିଜି ଅତିଶିଘ୍ର ନୂଆପଡା ଓ ଛତିସଗଡ ସିମାନ୍ତ ବୋର୍ଡର ରେ ଦୁଇ ରାଜ୍ୟ ପୋଲିସ ଓ ଜବାନ କଂମିଲିତ ଭାବରେ ଟାକ୍ସ ଫୋର୍ସ ଗଠନ ହେବ ଓ ମାଓବାଦୀ ମାନକୁଂ ମୁକାବିଲା କରାଯିବ ବୋଲି କହିଥିଲେ,ଏହା ବ୍ୟତିତ ମାଓ ପ୍ରଭାବିତ ଅଂଚଲ ରେ ବିକାସ ହୋଇଥିବା କହିଥିଲେ,ପରିଶେଷ ରେ ପୋଲିସ ଡିଜି ସୁନିଲ ବଂଶଲ ମାଓବାଦୀ ମାନକୁଂ ହିଂସା ଛାଡି ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ।

Post a Comment

Previous Post Next Post